ପ୍ରଦୀପ ପାଣିଗ୍ରାହୀ ଙ୍କ ମହାଖୁଲାସା । ବୈଜୟନ୍ତ ଙ୍କୁ କେନ୍ଦ୍ରାପଡା ରୁ ହରେଇବା ପାଇଁ ମତେ….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ଆସନ୍ତୁ ଜାଣିବା ଗୋପାଳ ପୁର୍ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡି ଦଳ ରୁ ବହିଷ୍କୃତ ହେବା ପରେ ପ୍ରଦୀପ ପାଣିଗ୍ରାହୀ ଏମିତି ବଡ ବିସ୍ପୋରକ ତଥ୍ୟ ଦେଇଛନ୍ତି । ୨୦୧୯ ନିର୍ବାଚନ ବେଳର ସବୁ ଗୋମର ଖୁଲିଚନ୍ତି ।କେନ୍ଦ୍ରାପଡ଼ା ଲୋକସଭା ଏବଂ ବିଧାନସଭା ନେଇ ବଡ ବୟାନ ଜାରୀ କରିଛନ୍ତି।

 

ପ୍ରଦୀପ ପାଣିଗ୍ରାହୀ ତାଙ୍କ ବୟାନ ରେ କହିଛନ୍ତି କେନ୍ଦ୍ରାପଡ଼ା ର ଅର୍ଥମନ୍ତ୍ରୀ ଶଶୀଭୂଷଣ ଏବଂ କେନ୍ଦ୍ରାପଡ଼ା ଲୋକସଭା ପର୍ଥି ଅନୁଭବ ମହାନ୍ତି ଙ୍କୁ ବିଜୟ କରିବା ପାଇଁ ଦାୟିତ୍ଵ ଦିଆଯାଇଥିଲା । ଯେହେତୁ ଶଶି ବେହେରା ପୂର୍ବତନ ଅର୍ଥମନ୍ତ୍ରୀ ଥିଲେ ସେଥି ପାଇଁ ସରକାର ଙ୍କ ସମ୍ମାନ ଦୃଷ୍ଟି ରେ ରଖି ଶଶି ବେହେରା ନା ହରାଇବାକୁ ଦାୟିତ୍ଵ ଦିଆ ଯାଇଥିଲା। ବୈଜୟନ୍ତ ଏବଂ ଗଣେଶ୍ୱର ଙ୍କୁ ହରେଇବା ପାଇଁ ଦାୟିତ୍ଵ ଦିଆ ଯାଇଥିଲା ଏଥି ପାଇଁ ୫୦୦ ପିଲା ଆଣି କେନ୍ଦ୍ରାପଡ଼ା ରେ ଡେରା ପକେଇ ଥିଲି ।

 

ଆହୁରି ମଧ୍ୟ କହିଛନ୍ତି ଜିତୁ ମିତ୍ର ଏବଂ ଅରୂପ ପଟ୍ଟନାୟକ ଙ୍କ ପାଇଁ ଦାୟିତ୍ଵ ଦିଆ ଯାଇଥିଲା । ଏ ସବୁ ଦାୟିତ୍ଵ ତୁଲେଇ ଲା ପରେବି ନିର୍ବାଚନ ସରିବା ପରେ ଦଳ ମତେ ପୁରା ଭୁଲିଗଲ ଏବଂ ଏବେ ମଧ୍ୟ ଦଳ ମତେ ଦଳରୁ ବହିସ୍କାର କରିଛନ୍ତି । ଏବଂ ବୈଜୟନ୍ତ ଙ୍କୁ ହାରେଇବା ପାଇଁ ମତେ ସେତେବେଳେ ଦଳ ଅସ୍ତ୍ର ସଜେଇ ଥିଲା । ମୁଁ ଯାହା ଦଳପାଇଁ କରିଛି ଦଳ କେବେ ତାହା ସୂଜେଇ ପାରିବନି । ସେ ଆହୁରି ମଧ୍ୟ କହିଛନ୍ତି ଦଳ ମତେ ଜଉ ଦୂଷ ଆରୁପ୍ ଲଗେଇ ଦଳରୁ ବହିସ୍କାର କରିଛି ତାହା ପୁରା ମିଥ୍ୟା ମୁଁ ମନୁଚି ମ ଝିଅ ସହ ପାଠକ ର ପୁଅ ସହ ବାହାଘର ଠିକ୍ ଯାଇଥିଲା ମର କେବେ ତାଙ୍କ କଳା ସାମ୍ରାଜ୍ୟ ସହିତ କୌଣସି ସମ୍ପର୍କ ନାହିଁ । ଏମିତି ଭଲ ଭଲ ଖବର ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *