ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କରୋନା ର ନୂଆ ଷ୍ଟ୍ରେନ କୁ ଦୃଷ୍ଟି ଆଗରେ ରଖି ପ୍ରଧାନମନ୍ତ୍ରୀ ଡ଼କାଇଥିବା ଜରୁରୀ କାଳୀନ ବୈଠକ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ଭାରତ ର ୫ ଟି ରାଜ୍ୟ ରେ ପ୍ରତିଦିନ ବହୁ ଜୋର ରେ କରନା କେସ ସାମ୍ନା କୁ ଆସିଛି । ତେବେ ସେହି ରାଜ୍ୟ ଗୁଡିକ ହେଲେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ,ହରିୟାଣା । ତେବେ ଏହି ୫ ଟି ରାଜ୍ୟ ରେ ଆଜି ୧୪୦୦୦ ରୁ ଉର୍ଢ଼ କରୋନା ରୋଗୀ ଚିନ୍ହଟ ହୋଇଛନ୍ତି । ତେବେ ବର୍ତ୍ତମାନ ଭାରତ ରେ ସ୍ବାସ୍ଥ୍ୟ ବିଭାଗର ୱେବସାଇଟ୍ରୁ ମିଳିଥିବା ତଥ୍ୟ ଅନୁସାରେ, ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ଦିନ ଠାରୁ ଆଜିଯାଏଁ ୩ ଲକ୍ଷ ୩୬ ହଜାର ୫୧୩ ଜଣ ସଂକ୍ରମିତ ହୋଇଛନ୍ତି ।
ଏଥିରୁ ୧ ହଜାର ୯୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଲକ୍ଷ ୩୩ ହଜାର ୮୮୦ ଜଣ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା କେସ କୁ ଭାରତ ସରକାର ଚିନ୍ତା ରେ ରହିବା ସହ କିଭଳି ଭାବେ କରନା ରୁ ମୁକ୍ତ ରହିବା ପାଇଁ ଲକଡା଼ଉନ କୁ ପୁନର୍ବାର ଜାରି କରା ହୋଇପାରିବ ସେ ସମ୍ପର୍କରେ ସମସ୍ତ ରାଜ୍ୟ କୁ ନିର୍ଦେଶ ଦେଇଛନ୍ତି ଭାରତ ର ପ୍ରଧାନମନ୍ତ୍ରୀ । ଏହା ଛଡା କରନା ଦୃଷ୍ଟିରେ ରଖି ଏହାର ନିରାକରଣ ପାଇଁ ବିଭିନ୍ନ ଲ୍ୟାବ ରେ ବୈଜ୍ଞାନିକ ମାନଙ୍କ ଏକ ସ୍ୱତନ୍ତ୍ର ଟିମ ଏହାର ଟେଷ୍ଟ ଜାରି ରଖିଛନ୍ତି । ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।