ପ୍ରଧାନମନ୍ତ୍ରୀ ହେଲେ ରାହୁଲ ଗାନ୍ଧୀ କରିବେ କଣ ? ଦେଲେ ମାଷ୍ଟର ପ୍ଲାନ ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପ୍ରଧାନ ମନ୍ତ୍ରୀ ହେଲେ ରାହୁଲ ଗାନ୍ଧୀ କଣ କରିବେ ସେ ସମ୍ପର୍କରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ହାଭାର୍ଡ କେନେଡି ସ୍କୁଲର ଆମ୍ବାସାଡର୍ ନିକୋଲାସ ବର୍ଣ୍ଣସଙ୍କ ସହ ଆଲୋଚନାରେ ରାହୁଲ ନିଜର ଅନେକ ମନର କଥା କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ହେବା ପ୍ରଶ୍ନରେ ରାହୁଲ କହିଛନ୍ତି ଯେ, ସେ ଜିଡିପି ଅପେକ୍ଷା ଅଧିକ ନିଯୁକ୍ତି ଓ ରୋଜଗାର ଉପରେ ଫୋକସ କରିବେ । ବିକାଶ କେନ୍ଦ୍ରିତ ନୀତି ଉପରେ ଧ୍ୟାନ କେନ୍ଦ୍ରିଭୁତ କରିବେ । ଦେଶକୁ ବିକାଶର ଆବଶ୍ୟକତା ରହିଛି । ଉତ୍ପାଦନ ରୋଜଗାର ଓ ଭାଲ୍ୟୁ ଆଡିସନକୁ ଆଗକୁ ବଢାଇବା ପାଇଁ କିଛି କାମ କରିବାକୁ ପଡିବ ।

 

କେଉଁ କେଉଁ ନୀତିକୁ ଅଧିକ ପ୍ରାଥମିକତା ଦେବେ ପ୍ରଶ୍ନରେ ରାହୁଲ କହିଛନ୍ତି ଯେ, ବିକାଶ, ରୋଜଗାର ଓ ଉତ୍ପାଦନ ମଧ୍ୟରେ ଏକ ସମ୍ପର୍କ ରହିବା ଦରକାର । ଯାହା ନାହିଁ । ଭାଲ୍ୟୁ ଆଡିସନରେ ଚୀନ ଆଗରେ ରହିଛି । ଚୀନର କେଉଁ ନେତା ନିଜ ଦେଶରେ ରୋଜଗାର ସମସ୍ୟା ବାବଦରେ କୁହନ୍ତି ନାହିଁ । 

 

ଏବେ ଦେଶରେ ଅନେକ ଦାୟିତ୍ୱବାନ ସଂସ୍ଥା ସମ୍ପୂର୍ଣ୍ଣ ସହଯୋଗ କରୁନାହାଁନ୍ତି । ଏହାସହ ସେ ଛାତ୍ରଙ୍କ ସହ ଆଲୋଚନାରେ ଆସାମରେ ବିଜେପି ପ୍ରାର୍ଥୀଙ୍କ କାରରୁ ଇଭିଏମ ମିଳିବା ଘଟଣା ବାବଦରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *