ପ୍ରବଚନ ଦେଇପାରିବେ ସାରଥୀ । ହାଇକୋର୍ଟ ଦେଲା ପରମିଶନ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ପ୍ରବଚନ ଦେବେ ସାରଥୀ କେଉଁ ଆଧାର ରେ ତାଙ୍କୁ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ସାରଥୀ କେନ୍ଦ୍ରାପଡା ର ନିଜକୁ ଭଗବାନ କହୁଥିବା ମଣିଷ । ସେ କେନ୍ଦ୍ରାପଡ଼ା ରେ ଆଶ୍ରମ ଖୋଲିଥିଲା ସତ କେବଳ ନିଜ ଶରୀର ର ଭୋକ ମେଣ୍ଟାଇବା ପାଇଁ ।  ତେବେ ଯାହା ୨୦୧୫ ରେ ସେ ଏକ ଛାତ୍ରୀ ଙ୍କ ସହ ସମ୍ପର୍କ କୁ ନେଇ ଗିରଫ ହୋଇଥିଲେ । ତେବେ ଏହା ପରେ  ସେହି ଆଶ୍ରମ ର ଅନ୍ତେବାସୀ ମା ଝିଅ ଏବଂ ଜଣେ ଡାକ୍ତରୀ ଛାତ୍ରୀ ଙ୍କ ଅଭିଯୋଗ କୁ ନେଇ ତାଙ୍କ ଉପରେ ୩ ଟି ଏତାଲା ଦିଆ ଯାଇଥିଲା । ଯାହା ମଧ୍ୟରୁ ୨ଟିରେ ସୁପ୍ରିମକୋର୍ଟ ଜାମିନ ଦେଇଥିବା ବେଳେ ।

 

 ଗୋଟିଏ ରେ ହାଇକୋର୍ଟ ସର୍ତ୍ତ ମୂଳକ ଜାମିନ ଦେଇଥିଲେ । ତେବେ ଏହି ସର୍ତ୍ତ ମୂଳକ ଜାମିନ ଅନୁସାରେ ସାରଥୀ ରାଜ୍ୟ ଛାଡିକି କୁଆଡେ ବାହାରକୁ ଯିବେ ନାହିଁ,ପ୍ରବଚନ ଦେଇ ପାରିବେ ନାହିଁ,କେନ୍ଦ୍ରାପଡା ଆଉଥରେ ଯିବେ ନାହିଁ,ଓଡ଼ିଶାରେ ଯେଉଁଠି ରହିବେ ସରକାର ଙ୍କୁ ଜଣାଇବେ ।ତେବେ ସେଥି ମଧ୍ୟରୁ ପ୍ରବଚନ ଦେବାକୁ ନିଜର ମୌଲିକ ବୃତ୍ତି ଦର୍ଶାଇ ସେ କୋର୍ଟ ରୁ ପ୍ରବଚନ ଦେବା ପାଇଁ ଅନୁମତି ଆଣିଛନ୍ତି  । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *