ପ୍ରସିଦ୍ଧ କ୍ରିକେଟ ପ୍ଲେୟାର ଧୋନୀ ଙ୍କୁ ନେଇ ଆସିଲା ନୂଆ ଅପଡେଟ, ଦେଖନ୍ତୁ କଣ ଆସିଛି ନୂଆ ଖବର….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପ୍ରସିଦ୍ଧ କ୍ରିକେଟ ପ୍ଲେୟାର ଧୋନୀ ଙ୍କୁ ନେଇ ଆସିଲା ନୂଆ ଅପଡେଟ୍ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ। ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କ ରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି, ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି। ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ, ନା ଆଜି କାଲି ଆଉ ଲୋକ ମାନଙ୍କୁ ଗୋଟେ ଜାଗା ରୁ ଅନ୍ୟ ଜାଗା କୁ ଯିବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡୁଛି, ନା ଗୋଟେ ଚିଠି ଦେବା ପାଇଁ କି କାହା ସହ କଥା ହେବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁଛି। ସବୁ କିଛି ଜିନିଷ ଆଜି କାଲି ଲୋକ ମାନଙ୍କ ର ଆଖି ପିଛୁଳାକେ ହେଇଯାଉଛି।ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। 

 

ତେବେ ସେହି ଅନ୍ଲାଇନ୍ ସୋସିଆଲ୍ ମିଡିଆ ଯୁଗରେ ପ୍ରତିଦିନ ସୋସିଆଲ୍ ମିଡିଆ ରେ ହଜାର ହଜାର ଖବର ଦେଖିବାକୁ ମିଳୁଛି ଏବଂ ଭାଇରାଲ୍ ମଧ୍ୟ ହେଉଛି, ଏବେ ମଧ୍ୟ ସେହିପରି ଏକ ଖବର ପ୍ରଚାର ହେଊଛି ଯାହା ଖେଳ ଦୂନିଆ ସହ ସମ୍ପୃକ୍ତ। ତେବେ ଏହି କଥା ଟି ଖେଳ ସହ ତଥା ଧୋନି ଙ୍କ ସହ ଯୋଡିତ। ଯେତେବେଳେ ଏହା ଖବର ଆସିଲା କି ଆଇପିଏଲ୍ ପାର୍ଟ ୨ ରେ ଧୋନୀ ଖେଳିବେ ନାହିଁ ସେତେବେଳେ ତାଙ୍କ ପ୍ରଶଂସକ ମାନଙ୍କ ର ମନ ଦୁଃଖ ହୋଇଯାଇଥିଲା। ତେବେ ଏବେ ଶୁଣିବାକୁ ମିଳୁଛି କି ଧୋନୀ ଏହି ମ୍ୟାଚ୍ ଖେଳିବାକୁ ଯାଉଥିବା ବେଳେ ଏହି ସଂକରଣ ଧୋନୀ ଙ୍କ ପାଇଁ ଶେଷ ସଙ୍କରଣ ହେବାକୁ ଯାଉଛି।ତେବେ ଏହି ସବୁ ପ୍ରଶ୍ନ କୁ ନେଇ ଜବାବ ଦେଇଛନ୍ତି ପୂର୍ବତନ କ୍ରିକେଟ ଖେଳାଳି ଆକାଶ ଚୋପ୍ରା। ସେ କହିଛନ୍ତି କି ଏହା ସତ ଯେ ଏହି ସଙ୍କରଣ ଧୋନୀ ଙ୍କ ପାଇଁ ଶେଷ ସଙ୍କରଣ ହୋଇପାରେ, କାରଣ ଏହା ପରେ ଧୋନି ଖେଳରୁ ସମ୍ପୂର୍ଣ୍ଣ ରୂପେ ରିଟାଉଡ୍ ନେଇ ଯାଉଛନ୍ତି, ଯାହା ଫଳରେ କି ଆସନ୍ତା ବର୍ଷ କୁ ହେବାକୁ ଥିବା ସଙ୍କଟଣ ରେ ଧୋନୀ ଆଉ ନଜର ଆସିବେ ନାହିଁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *