କଲେଜ ପଛ ପଟେ ଲୀଳା କରୁଥିଲେ କଲେଜ ପଢୁଆ ପ୍ରେମୀ ଯୁଗଳ ।ଧରା ପଡିବା ପରେ ଏମିତି କିଛି ହେଲା ତାଙ୍କ ଅବସ୍ଥା ।
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇବା କୁ ଯାଉଛୁ ଯେ ଆଜି କାଲି ର ପ୍ରେମୀ ଯୁଗଳ ମାନଙ୍କ ର ବିଷୟ ରେ ।ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରି ବେ ସମ୍ପୂର୍ଣ୍ଣ ତଥ୍ୟ।ଆଜି କାଲି ର ପିଲା ମାନେ କେବଳ ଶାରୀରିକ ସମ୍ପର୍କ ପାଇଁ ପ୍ରେମ କରୁଛନ୍ତି ।କେବଳ ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ପାଇଁ ପ୍ରେମ କରୁଛନ୍ତି ।
କିନ୍ତୁ ପ୍ରେମ କଣ ଆପଣ ପୁରାଣ ରେ ଶୁଣି ଥିବେ ରାଧା କୃଷ୍ଣ ଙ୍କ ଯୋଡି ।ଆହା କି ଯୋଡି । ପ୍ରେମ କେବଳ ପାଇବା ପାଇଁ ନୁହେଁ । ପ୍ରେମ ର ପ୍ରକୃତ ଅର୍ଥ ତ୍ୟାଗ । ହଁ ଆଜ୍ଞା ପ୍ରେମ ବିନା ତ୍ୟାଗ ରେ ସମ୍ପର୍ଣ୍ଣ ହୋଇ ନଥାଏ ।ବହୁ କମ ଲୋକ ମାନେ ଅଛନ୍ତି ଯେଉଁ ମାନେ ନିଜ ପ୍ରକୃତ ପ୍ରେମ କୁ ପାଇଥାନ୍ତି । କିନ୍ତୁ ଆଜି କଲି ର ପ୍ରେମୀଯୁଗଳ କେବଳ ଶାରୀରିକ ସମ୍ପର୍କ ସ୍ଥାପନା କରିବା ପାଇଁ। ପ୍ରେମ କରୁଛନ୍ତି। ସେହି ଭଳି ଏକ କଥା କୁ ଆମେ ଆଜି ଉପସ୍ଥାପନ କରିବା ପାଇଁ ଯାଉଛୁ । କଥା ଟି କିଛି ଏପରି କି ମଧ୍ୟପ୍ରଦେଶ ର ବିରାଟ ନଗର ନିକଟ ରେ ଥିବା ।
ଏକ ସରକାରୀ କଲେଜ ର ଦୁଇ ଜଣ ପ୍ରେମୀ ଯୁଗଳ କଲେଜ ବନ୍ଦ ଥିବା ଦିନ ନିଜ କଲେଜ ପଛ ପଟେ ଥିବା କିଆ ବୁଦା ରେ ଶାରୀରିକ ସମ୍ପର୍କ ସ୍ଥାପନା କରୁଥିବା ବେଳେ ଲୋକାଲ ପିଲା ମାନଙ୍କ ଦ୍ୱାରା ଧରା ପଡି ବହେ ମାଡ଼ ଖାଇବା ସହ ପୋଲିସ ଙ୍କୁ ଜିମା ଦେଇଥିଲେ ।ଯାହା ଫଳରେ ଘର ଲୋକ ମାନେ ଆସି ସେମାନ ଙ୍କୁ ସେଠାରୁ ନେବା ସହ ପୁଅ କୁ ଘରୁ ତଢି ଦେଇଛନ୍ତି ।
ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।
ଧନ୍ୟବାଦ ।