ପ୍ରେମୀ ଯୁଗଳ ଙ୍କ ଟ୍ରେନ ତଳେ ଚାଲିଥିଲା ଖେଳ । ଦେଖିଲେ ଆଶ୍ଚଯ୍ୟ ହୋଇଯିବେ  …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଦୁଇ ପ୍ରେମୀ ଯୁଗଳ ଟ୍ରେନ ତଳେ ବସି ଖେଳ କରୁଥିଲେ ଧରା ପଡିବା ପରେ ଯାହା ହେଲା ବିଶ୍ୱାସ କରିହେବନି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ପ୍ରେମୀ ଯୁଗଳ ମାନେ ନିଜ ପ୍ରେମ କୁ ପାଇବା ପାଇଁ କିଛି ବି କରିପାରିବେ । ତେବେ ହିନ୍ଦୀ ରେ ଏକ ପ୍ରଥା ଅଛି ” ଡର କେ ସାମନେ ଜିତ ହେ ” ତେବେ ସେହି ଭଳି ପ୍ରେମୀ ଯୁଗଳ ମାନେ କିଛି ବି କରିପାରନ୍ତି ତାଙ୍କ ପ୍ରେମୀ କୁ ପାଖରେ ପାଇବା ପାଇଁ । ତେବେ ସେହିଭଳି ଏକ ଘଟଣା ର ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବୋହୁ ଜୋର ରେ ଭାଇରାଲ ହେବାରେ ଲାଗିଛି । 

 

ତେବେ ଏହି ଘଟଣା ଅନୁସାରେ ଦୁହିଁ ପ୍ରେମୀ ଯୁଗଳ ଏକ ମାଲବାହୀ ଟ୍ରେନ ତଳେ ବସି ନିଜ ପ୍ରେମଲୀଳା ଚାଲୁ ରଖିଥିଲେ । ଯେଉଁଥିରେ ଦୁହିଁ ଜଣ ପରସ୍ପର ମଧ୍ୟରେ ଚୁମ୍ବନ କରୁଥିବା ବେଳେ  ଜି,ଆର,ପି ପୋଲିସ ଆସି ସେଠାରୁ ତାଙ୍କୁ ଉଠାଇବା ସହ ଆଉ ଥରେ ଦେଖିଲେ ଦୁହିଁ ଜଣକୁ ଜେଲ ରେ ପୁରାଇ ଦେବେ ବୋଲି ମଧ୍ୟ କହିଥିଲେ । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *