ପ୍ରେମୀ ଯୁଗଳ ଙ୍କ ରାସଲୀଳା ଭିଡ଼ିଓ ହେଲା ଭାଇରଲ । ଆସନ୍ତୁ ଦେଖିବା ଏହି ରାସଲୀଳା ଭିଡ଼ିଓ

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ପ୍ରେମୀ ଯୁଗଳ ରାସ୍ତା କଡରେ ରାସଲୀଳା କରୁଥିବା ବେଳେ ଗ୍ରାମ ବାସୀ ଙ୍କ ହାବୁଡ଼ରେ ପଡିଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ହଁ ଆଜ୍ଞା ଆଜି କାଲି ପ୍ରେମ କେବଳ ଦେହ ସହ କରାଯାଉଛି ।

 

ଆଜି କାଲି ପ୍ରେମୀ ଯୁଗଳ ଦେହର ଭୋକ ମେଣ୍ଟେଇବାକୁ କୌଣସି ଜାଗା ମନୁନାହାନ୍ତି ଯେ କୌଣସି ଜାଗାରେ ସମ୍ପର୍କ ରଖିବାକୁ ପଛାଉ ନାହାନ୍ତି ।କିନ୍ତୁ ବର୍ତ୍ତମାନ ଯୁଗରେ ଯାହା ଯେଉଁଠି ହେଉଛି ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି । ତେବେ ସେହି ଭଳି ଯେଉଁ ସ୍ଥାନ ରେ ବି ଆଜି କାଲି ପ୍ରେମୀ ଯୁଗଳ ରାସ ଲିଳା କରୁଛନ୍ତି । ସେହି ସ୍ଥାନ ରେ ଯିଏ ହେଲେ ଆସି ନିଜ ମୋବାଇଲ ଫୋନ ରେ ତାହା ରେକର୍ଡ କରି ଇଣ୍ଟରନେଟରେ ଛାଡି ଦେଉଛି । କିନ୍ତୁ କଣ ଆପଣ ମାନେ କୁହନ୍ତୁ ଏହା କଣ ଠିକ ।

 

ସିଏ ପ୍ରେମୀ ଯୁଗଳ ହୁଅନ୍ତୁ ବା ସ୍ଵମୀ ସ୍ତ୍ରୀ ହୁଅନ୍ତୁ । ସେହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ପ୍ରେମୀ ଯୁଗଳ ଫାଙ୍କା ସ୍ଥାନ ରେ କଥା ବର୍ତ୍ତା କି ରାସଲୀଳା ହେଉ ଥିବା ବେଳେ ସେମାନ ଙ୍କୁ ସେହି ଅଞ୍ଚଳ ର ବ୍ୟକ୍ତି ଦେଖିବା ପାଇଁ ପାଇ ଥିଲେ । ଏବଂ ଏହା ପରେ ସେମାନେ ଏମାନଙ୍କ ଭିଡ଼ିଓ ରେକର୍ଡ କରି ଥିଲେ ତଥା ସେମାନ ଙ୍କୁ ସେମାନ ଙ୍କ ନାମ ଠିକଣା ଏବଂ ସେମାନଙ୍କ ବିଷୟ ରେ ପଚାରି ଥିଲେ ତଥା ପ୍ରେମୀ ଯୁଗଳ ମାନେ ସେହି ଲୋକ ମାନଙ୍କୁ ବୁଝେଇବା ପାଇଁ ଚେଷ୍ଟା କରି ଥିଲେ କି ସେମାନେ ଏଠାରେ ସେମିତି କିଛି କାମ କରୁ ନାହାଁନ୍ତି ଏବଂ ସେମାନେ ଆଗରୁ ମଧ୍ୟ ମନ୍ଦିର ରେ ବିବାହ କରିଛନ୍ତି । ଏହା ପରେ ସେ ଯୁବକ କୁ ଯୁବତୀ ମୁଣ୍ଡ ଉପରେ ସିନ୍ଦୁର ଦେବାକୁ କହିଥିଲେ ଓ ସେ ଯୁବକ ସିନ୍ଦୁର ପିନ୍ଧେଇବା ପରେ ଯୁବତୀ କୁ ଛାଡି ଦେଇଥିଲେ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *