ପ୍ରେମ କରିବା ସମୟରେ ଧରା ପଡିଲେ ଯୁବକ ଯୁବତୀ । ଦେଖ ତାପରେ ଲୋକ ମାନେ କଣ କଲେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଏକ ଫାଙ୍କା ସ୍ଥାନ ରେ ପ୍ରେମିକା ଓ ପ୍ରେମିକ ଙ୍କୁ କେମିତି ବାହାର ର କିଛି ଲୋକ ହଇରାଣ ହରକତ କରୁଛନ୍ତି ଆସନ୍ତୁ ଦେଖିବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରେମ ଏକ ପବିତ୍ର ବନ୍ଧନ ।ପ୍ରେମ ଆଗରେ ଜାତି, ବୟସ, ଧର୍ମ,ବର୍ଣ୍ଣ କିଛି ଦେଖା ହୋଇ ନଥାଏ ଆହୁରି ମଧ୍ୟ ପ୍ରେମ ଆଗରେ ଧନୀ କି ଗରିବ କିଛି ଦେଖା ଯାଇ ନଥାଏ।ପ୍ରେମ ହେଉଚି ଶାଶ୍ଵତ ।ପ୍ରେମ ଭଳି ବନ୍ଧନ କେଉଁଠି ଭି ମିଳି ନଥାଏ ।ପ୍ରେମ ରେ ପଡ଼ୁଥିବା ଲୋକ ନା କେବେ ଘର ଦ୍ଵାରା ବନ୍ଧୁ ବାନ୍ଧବ ଦେଖିଥାଏ ନା କୌଣସି ସମ୍ପର୍କ ଦେଖୁଥାଇ ।ପ୍ରେମ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କୁ ଭି ଲୋକେ ଭୁଲି ଯାଇଥାଏ।ଏମିତି କିଛି ସମ୍ପର୍କ ଥାଏ ଯେଉଁଠାରେ ପ୍ରେମ ପାଇଁ ଲୋକେ ସବୁ କିଛି ଛାଡ଼ି ଦିଅନ୍ତି।ପ୍ରେମ ଠୁ ଦୁନିଆରେ ଆଉ କୌଣସି ବଡ଼  ଶକ୍ତି ନାହିଁ।ପ୍ରେମ ପାଇଁ ପ୍ରେମିକ ଓ ପ୍ରେମିକ ଙ୍କ ମଧ୍ୟ ରେ ବହୁତ୍ ଭଲ ସମ୍ପର୍କ ରହିଥାଏ ଉଭୟ ଉଭୟ ଙ୍କୁ ଦେଖା କରିବା ପାଇଁ ବହୁତ୍ ବ୍ୟାକୁଳ ହେଉ ଥାଆନ୍ତି ।ଉଭୟ ପ୍ରେମ ନିଶା ରେ ପୁରା ମଜଦୂର ହୋଇ ଥାଆନ୍ତି ।ବେଳେବେଳେ ଏମିତି କିଛି ଘଟଣା ସବୁ ଆମେ ସମସ୍ତେ ଦେଖିବା ପାଇଁ ପାଇଥାଉ ଯେଉଁଥିରେ ପ୍ରେମ ପାଇଁ ପ୍ରେମିକ ଟେ କିଛି ଭି କରି ପାରୁଥିବା ବେଳେ ପ୍ରେମିକା ଭି ନିଜ ଜୀବନ ଦେବା ପାଇଁ ଭି ପଛାନ୍ତି ନାହିଁ ।ପ୍ରେମ ଆଗରେ ସମ୍ପୂର୍ଣ ଦୁନିଆ ଟା ହିଁ ଫିକା ଦେଖା ହୋଇଥାଏ।

 

ପ୍ରେମ ପାଇଁ ପ୍ରେମିକ ପ୍ରେମିକା ମଧ୍ୟରେ ବହୁତ୍ ଦେଖା କରିବା ର ଇଚ୍ଛା ଶକ୍ତି ରହିଥାଏ ।ପ୍ରେମ ଏପରି ଏକ ଜିନିଷ ଯେଉଁଥିରେ ପ୍ରେମିକା ଏବଂ ପ୍ରେମିକ ମଧ୍ୟ ରେ ଦେଖା କରିବା ଓ ନିଜ ଭିତରେ କିଛି ସମୟ ଅତିବାହିତ କରିବା ପାଇଁ ଇଚ୍ଛା ରହିଥାଏ ।ପ୍ରେମ କରି ମଧ୍ୟ ସେ ଯେପରି ଭି ହେଉ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ମଧ୍ୟ ସ୍ବପ୍ନ ରହିଥାଏ ।ତେଣୁ ପ୍ରେମ ସଂପର୍କ ଏକ ଅତୁଟ ସମ୍ପର୍କ ଯେଉଁଥି ପାଇଁ ପ୍ରେମିକା ଓ ପ୍ରେମିକା ଦୁହେଁ ଦୁହିଁଙ୍କୁ ବହୁତ୍ ବିଶ୍ୱାସ କରିଥାନ୍ତି ।ହେଲେ ଏମିତି କିଛି କିଛି ଲୋକ ଅଛନ୍ତି ଯେଉଁ ମାନେ ପ୍ରେମ କରୁଥିବା ଲୋକ ଙ୍କୁ ଦେଖିଲା ପରେ ପରେ ବହୁତ୍ ଅଘଟଣ ଘଟାଇଥାନ୍ତି।

 

ଏବେ ଏବେ ଗୋଟିଏ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଯେଉଁ ଭିଡିଓ ଟି ଆମ ଭାରତ ବର୍ଷ ମଧ୍ୟ ରେ ହୋଇଛି।ଯେଉଁଥିରେ ଗୋଟିଏ ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ଉଭୟ ପ୍ରେମ ସଂପର୍କ ରେ ବାନ୍ଧି ହୋଇଥିଲେ ତା ପରେ ପରେ ଉଭୟ ଏକ ଫାଙ୍କା ସ୍ଥାନ ରେ ଦେଖା କରିବା ପାଇଁ ଚାହୁଁଥିବା ବେଳେ ସେମାନେ ମଧ୍ୟ ଦେଖା କରିଥିଲେ ହେଲେ ସେହି ସ୍ଥାନ ରେ କିଛି ଲୋକ ପହଞ୍ଚି ସେହି ମାନଙ୍କୁ ବହୁତ୍ ହଇରାଣ ମଧ୍ୟ କରିଥିଲେ ତା ପରେ ପରେ ତାଙ୍କ ସମ୍ପର୍କ କୁ ଭାଇରାଲ୍ କରିବା ପାଇଁ ଯାଇ ମୋବାଇଲ ରେ ଭିଡିଓ ମଧ୍ୟ କରିଥିଲେ ହେଲେ ସେହି ପ୍ରେମିକ ଏବଂ ପ୍ରେମିକା ଏହି ସବୁ କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ ରୂପେ ମନା କରିଥିଲେ ହେଲେ ତାଙ୍କ କଥା ସେହି ମାନେ ମାନି ନଥିଲେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *