ପ୍ରେମ ଦିବସରେ ବିଶ୍ୱାସ ଘାତକ ର କାହାଣୀ । ପ୍ରେମିକା ପାଇଁ ପତ୍ନୀ ଙ୍କୁ ହତ୍ୟା କଲା ସ୍ୱାମୀ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ନୃସଂସ ସ୍ୱାମୀ ନିଜ ପ୍ରେମିକା ପାଇଁ ନିଜ ପତ୍ନୀ ଙ୍କୁ ହତ୍ୟା କରିଥିଲେ ସେ ସମ୍ପର୍କରେ କହିବାକୁ ଯାଉଛି। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଏହି ଲୋମହର୍ଷଣ କାରୀ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ର ଶରଣକୁଳ ର ସୁଆଁର ସାଇ ଅଞ୍ଚଳ ର ଅକ୍ଷୟ ମହାପାତ୍ର ଦୀର୍ଘ 3 ବର୍ଷ ତଳେ ସସ୍ମିତା ଙ୍କୁ ବିବାହ କରିଥିଲେ।  ତେବେ ବିବାହ ର ଏକ ବର୍ଷ ପରେ ଅକ୍ଷୟ ଙ୍କ ଅନ୍ୟ ଝିଅ ସହ ପ୍ରେମ ସମ୍ପର୍କ ସ୍ଥାପନା ହୋଇଥିଲା । ଯାହାକୁ ନେଇ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା । ତେବେ ଏହି ଜାନୁଆରୀ 29 ଦିନ ସସ୍ମିତା ଙ୍କୁ ରାସ୍ତା ରୁ ହଟାଇ ଦେବ ବୋଲି ଭାବି ଥିଲା।

 

ସେଥିପାଇଁ ସେ 3  ଜଣ ସୁପାରୀ କିଲର ମାନଙ୍କୁ ଆଣି ସସ୍ମିତା ର ବେକ କୁ ଚିପି ମାରିଦେଇ ସେହି ଘର ର ପଛ ପାଖରେ ଏକ ସ୍ଥାନରେ ଏକ ଶାଢ଼ୀ ସାହାଯ୍ୟରେ ଟଙ୍ଗାଇ ଦେଇ ଥିଲେ । ତେବେ ଯାହା ଏହି ଫେବ୍ରୁଆରୀ 14 ତାରିଖ ଦିନ ପୋଲସ ଙ୍କ ଦ୍ଵାରା ଧରା ପଡ଼ିଥିଲେ । ତେବେ ସେଥିପାଇଁ ଏହାକୁ ପ୍ରେମଦିବସ ରେ ପ୍ରେମିକା ପାଇଁ ସ୍ତ୍ରୀ ଙ୍କୁ ହତ୍ୟା କଲା ବୋଲି କୁହାଯାଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *