ପ୍ରେମ ପାଇଁ ଉତରପ୍ରଦେଶ ରୁ ଆସିଲେ ଓଡିଶା ……

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଉତ୍ତର ପ୍ରଦେଶ ର ଝିଅ ହେଲେ ଓଡ଼ିଶା ର ବୋହୂ।ଚାଲନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରେମ ଏକ ପବିତ୍ର ବନ୍ଧନ ।ପ୍ରେମ ଆଗରେ ବୟସ,ଧର୍ମ,ବର୍ଣ୍ଣ କିଛି ଦେଖା ହୋଇ ନଥାଏ ଆହୁରି ମଧ୍ୟ ପ୍ରେମ ଆଗରେ ଧନୀ କି ଗରିବ କିଛି ଦେଖା ଯାଇ ନଥାଏ।ପ୍ରେମ ହେଉଚି ଶାଶ୍ଵତ ।ପ୍ରେମ ଭଳି ବନ୍ଧନ କେଉଁଠି ଭି ମିଳି ନଥାଏ ।ପ୍ରେମ ରେ ପଡ଼ୁଥିବା ଲୋକ ନା କେବେ ଘର ଦ୍ଵାରା ବନ୍ଧୁ ବନ୍ଧନ ଦେଖିଥାଏ ନା କୌଣସି ସମ୍ପର୍କ ଦେଖୁଥାଇ ।ପ୍ରେମ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କୁ ଭି ଲୋକେ ଭୁଲି ଯାଇଥାଏ।ଏମିତି କିଛି ସମ୍ପର୍କ ଥାଏ ଯେଉଁଠାରେ ପ୍ରେମ ପାଇଁ ଲୋକେ ସବୁ କିଛି ଛାଡ଼ି ଦିଅନ୍ତି।ପ୍ରେମ ଠୁ ଦୁନିଆରେ ଆଉ କୌଣସି ବଡ଼  ଶକ୍ତି ନାହିଁ।ପ୍ରେମ ପାଇଁ ପ୍ରେମିକ ଓ ପ୍ରେମିକ ଙ୍କ ମଧ୍ୟ ରେ ବହୁତ୍ ଭଲ ସମ୍ପର୍କ ରହିଥାଏ ଉଭୟ ଉଭୟ ଙ୍କୁ ଦେଖା କରିବା ପାଇଁ ବହୁତ୍ ବ୍ୟାକୁଳ ହେଉ ଥାଆନ୍ତି ।

 

ଉଭୟ ପ୍ରେମ ନିଶା ରେ ପୁରା ମଜଦୂର ହୋଇ ଥାଆନ୍ତି ।ବେଳେବେଳେ ଏମିତି କିଛି ଘଟଣା ସବୁ ଆମେ ସମସ୍ତେ ଦେଖିବା ପାଇଁ ପାଇଥାଉ ଯେଉଁଥିରେ ପ୍ରେମ ପାଇଁ ପ୍ରେମିକ ଟେ କିଛି ଭି କରି ପାରୁଥିବା ବେଳେ ପ୍ରେମିକା ଭି ନିଜ ଜୀବନ ଦେବା ପାଇଁ ଭି ପଛାନ୍ତି ନାହିଁ ।ପ୍ରେମ ଆଗରେ ସମ୍ପୂର୍ଣ ଦୁନିଆ ଟା ହିଁ ଫିକା ଦେଖା ହୋଇଥାଏ। ସେହି ଭଳି ଏକ ବିଚିତ୍ର ଘଟଣା ଆମ ମାନଙ୍କ ପାଖକୁ ଆସି ପହଞ୍ଚିଛି ।ଯେଉଁ ଘଟଣା ଟି ହେଉଛି ଏକ ବିଚିତ୍ର ପ୍ରେମ ସଂପର୍କ କୁ ନେଇକି।ପ୍ରେମ ପାଇଁ ଉତ୍ତର ପ୍ରଦେଶ ର ଝିଅ ହେଲା ଓଡ଼ିଶା ର ବୋହୂ ।ଉତ୍ତର ପ୍ରଦେଶ ର ଗୋରଖ ପୁର ଅଞ୍ଚଳରେ ଝିଅ ଙ୍କ ଘର ।ପ୍ରେମ ପାଇଁ ଘର ପରିବାର ଙ୍କୁ ଛାଡି ଦେଇ ଆସି ପ୍ରେମିକ ଙ୍କ ହାତ ଧରିଥିଲେ ଓ ବିବାହ ମଧ୍ୟ କରିଥିଲେ।ସେ ତା ପରେ ପରେ ଭୁବନେଶ୍ବର ରେ ପହଞ୍ଚିଥିଲେ।

 

କିନ୍ତୁ ଏବେ ଏବେ ତାଙ୍କ ଘର ପାଖରେ ଆସି ଉତ୍ତର ପ୍ରଦେଶ ପୋଲିସ ପହଞ୍ଚି ନେଇଯିବା ପାଇଁ ବାହାରି ଥିଲେ ହେଲେ ମହିଳା ଜଣକ କହିଛନ୍ତି କି ମୁ ଏବେ ସାବଳିକା ମୋତେ କେହି ବାଧ୍ୟ କରି ଘରୁ ଆଣି ନାହାନ୍ତି ମୁ ମୋ ନିଜ ଇଚ୍ଛା ରେ ଏଥି ଆସି ପହଁଚିଛି ଓ ବିବାହ ମଧ୍ୟ କରିଛି ।କିନ୍ତୁ ପୋଲିସ ଆସିବାର କାରଣ ତାଙ୍କ ଘର ଲୋକେ ତାଙ୍କ ଝିଅ ଙ୍କୁ କେହି ଫେରାର କରି ନେଇଛନ୍ତି ବୋଲି ଥାନା ରେ ଖବର ଦେଇଥିଲେ।ହେଲେ ବାଳିକା ଜଣଙ୍କ ତାଙ୍କ ଘରେ ଆସିବା ପୂର୍ବରୁ ସବୁ କିଛି ପେପର୍ ରେ ଲେଖି ଦେଇ ଆସିଥିଲେ ।ତାଙ୍କୁ ତାଙ୍କ ବାପା ଓ ମାଆ ଫେରାଇ ନେବା ପାଇଁ ଚାହୁଁଥିଲେ।ତାଙ୍କ କହିବା ଅନୁସାରେ ଆକାଂକ୍ଷା ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ତାଙ୍କ ବାପା ଓ ମାଆ ଙ୍କୁ କହିଥିଲେ ହେଲେ କେହି କିଛି ଶୁଣି ନଥିଲେ ତେଣୁ ଏମିତି ସେ ଘର ଛାଡ଼ି ଚାଲି ଆସି ଏବେ କୋର୍ଟ ମେରେଜ କରି ସାରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *