ଫୁଣି ଆସିଲା ସୁର ଭାଇଙ୍କ ନୂଆ ଗୀତ । ଆସନ୍ତୁ ଦେଖିବା ଏହି ଗୀତ । ଗୋଟିଏ ଦିନରେ ପୁରା ସୋସିଆଲ ମିଡ଼ିଆ ରେ ନିଆଁ ପରି ଖେଳି ଚାଲିଛି

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା କଂଗ୍ରେସ ବିଧାୟକ ସୁର ରାଉତ ଙ୍କ ଫୁଣି ଏକ ନୂଆ ଗୀତ ରିଲିଜ ହେଇଛି । ଆସନ୍ତୁ ଦେଖିବା ଓ ଜାଣିବା ଏହି ଗୀତ ବିଷୟରେ …

କଂଗ୍ରେସ ବିଧାୟକ ସୁର ରାଉତ କିଏ ବା ନ ଜାଣିଛି ଛୁଆ ଠୁ ବଡ଼ ସମସ୍ତେ ସୁର ଭାଇ ଙ୍କୁ ଚିହ୍ନନ୍ତି ଓ ସୁର ଭାଇ ଙ୍କୁ ଭଲ ମଧ୍ୟ ପାଇଥାନ୍ତି । ବିଶେଷ କରି ସୁର ଭାଇ ତାଙ୍କ ରୋକ ଠୋକ କଥା ପାଇଁ ସେ ହାଇଲାଇଟ । ସୁର ଭାଇଙ୍କ କମେଡି କଥା କୁ ଖୁବ ଭଲ ପାଇଥାନ୍ତି ଯେମିତି ମାଡିଚାଲ, ରମ୍ପା ରମ୍ପି, ଘର୍ଷଣ, ଛି ଥୁ ଥୁ ଲଜ୍ୟା ଏମିତି ବେଶ କିଛି ଡାଇଲଗ ସୁର ଭାଇଙ୍କ ଫେମସ ହେଇଛି । କିଛି ଦିନ ତଳେ ସୁର ଭାଇ ଏକ ଗୀତ ଗାଇଥିଲେ ଯାହା ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହୋଇଥିଲା ।

ଏହି ଗୀତ ର ଲୋକ ପ୍ରିୟତା କୁ ଦେଖି ଫୁଣି ଏକ ସମାଜ ର ହିତ କୁ ଏହି ଗୀତ କୁ ସଜା ଯାଇଛି । ଏହି ଗୀତ ରେ ସୁୁର ଭାଇଙ୍କୁ ଏକ ଭିିିନ ରୂପରେ  ଏହି ଗୀତକୁ ଲେଖିଛନ୍ତି ତପୁ ନାୟକ ଓ ସଙ୍ଗୀତ ରେ ସଜେଇ ଛନ୍ତି ଜାପାନୀ ଭାଇ । ଏହି ଗୀତ ଜାପାନୀ ଭାଇ ଙ୍କ ନିଜ ଚାନେଲ ଅରମାନ ମୁଜ଼ୀକ ରେ ରିଲିଜ ହେଇଛି ଆସନ୍ତା କାଲି ଆସନ୍ତୁ ଦେଖିବା ଏହି ଗୀତ

ଏହି ଗୀତ ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଗୋଟିଏ ସେୟାର କରିବେ । ଜୟ ଜଗନ୍ନାଥ । ତଳେ ଗୋଟିଏ ଲାଇକ କରନ୍ତୁ ସୁର ଭାଇଙ୍କ ପାଇଁ ।

Leave a Reply

Your email address will not be published. Required fields are marked *