ଫୁଣି ଏବେ ଆସିଲା ହୋଲି ର ନୂଆ ଗାଇଡ଼ଲାଇନ ! ହୋଲି ହବ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆସନ୍ତୁ ଆମେ ଜାଣିବା ହୋଲି ର ନୂଆ ଗାଇଡ଼ ଲାଇନ ବିଷୟରେ…. ଖବର ଟିକୁ ମୂଳ ରୁ ଶେଷ ପର୍ଯନ୍ତ ପଢିଲେ ଜାଣିପାରିବେ ନିୟମ ଓ କଟକଣା….

ହୋଲି ଆସିଲେ ଆମେ ବହୁତ ଖୁସି ହୋଇଥାଏ କାହିଁକି ନା ଏହି ଦିନ ଆମେ ଯାହାକୁ ଯେତେ ରଙ୍ଗ ମାରିଲେ କିଛି ଅସୁବିଧା ନାହିଁ । ଭାଇଚାର ର ପର୍ବ ହୋଲି ଏହାକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ ସେ ଗାଁ ହେଉ କି ସହର । କିନ୍ତୁ ଆରବର୍ଷ କରୋନା ପାଇଁ ସବୁ ବନ୍ଦ କରାଯାଇଥିଲା ସରକାର ଙ୍କ ନିୟମ କାନୁନ ହିସାବରେ । ଏଥର ହୋଲି

ବି ପୂର୍ବ ବର୍ଷ ପରି ନହେଲେ ବି ହୋଲି କୁ ଘରେ ଖେଳିବାକୁ ସରକାର ନିର୍ଦେଶ ଦେଇଛନ୍ତି କରୋନା ର ଦ୍ୱିତୀୟ ଷ୍ଟ୍ରେନ କୁ ଆଖି ଆଗରେ ରଖି । ଦୋଳ ବିଭାନ ସହ ୪ ରୁ ୫ ଜଣ ଙ୍କୁ ଅନୁମତି ଦିଆ ଯାଇଛି । ଏବେ ପର୍ଯନ୍ତ ରାଜ୍ୟ ସରକାର ଙ୍କ ଏତିକି ନିୟମ ଓ କଟକଣା ଆସିଛି ଆଗକୁ କଣ ହେବ ଜଣା ପଡିବ ।

ଯଦି ଆମର ଏହି ଖବର ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ ଓ ପୋଷ୍ଟ ରେ ଗୋଟିଏ ସେୟାର କରନ୍ତୁ । ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ।

Leave a Reply

Your email address will not be published. Required fields are marked *