ଫୁଣି ଏବେ ଏବେ ଫାଶୀ ଲଗେଇ ଆତ୍ମହତ୍ୟା କଲେ ଆଉ ଜଣେ ସୁପରଷ୍ଟାର

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ବନ୍ଧୁଗଣ  ଆପଣ ଜାଣିଛନ୍ତି ୨୦୨୦ ଚଳଚ୍ଚିତ୍ର ଜଗତ ପାଇଁ ସବୁଠୁ ଖରାପ୍ ସମୟ କଳାର ବାଦଲ ମାଡିବସିଚି । ଗୋଟିଏ ପରେ ଗୋଟିଏ କଳାକାର ଓ ଚଳଚ୍ଚିତ୍ର ସହ ଜଡ଼ିତ ଲୋକ ମାନେ କଳା ଜଗତ କୁ ଛାଡି ଚାଲି ଯାଉଥିବା ବେଳେ ପୁଣି କରୁଣା ମାଡ଼ ପୁରା ଚଳଚ୍ଚିତ୍ର ଜଗତ କୁ ଦୁହଲେଇ ଦେଇଥିବା ବେଳେ ଏବେ ଏକ ନୂଆ ଦୁଃଖଦ ଘଟଣା ସାମ୍ନା କୁ ଆସିଛି। ପୁରା ଖବର ଜାଣିବା ପାଇଁ ଖବର ଶେଷ ପର୍ଯ୍ୟନ୍ତ ପୁରା ପଢନ୍ତୁ ।

 

ତାରକ ମେହେଟା କ ଓଲଟା ଚଷମା  କମେଡି ସୋ ର ଲେଖକ ଅଭିଷେକ ମକ୍ଵାନ ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କ  ମୁମ୍ବାଇ ର କନ୍ଦ୍ବାଲି ସ୍ତିସ୍ତ ନିଜ ଘରେ ଫେନ୍ ରେ ରଶୀ ଲଗେଇ ଲାଗେଇଥିବା ଅବସ୍ଥା ରେ ମୃତ ଦେହ ମିଳିଥିଲା  । ମୃତ ର ଏକ ସପ୍ତାହ ପରେ ଏ ଖବର ସାମ୍ନାକୁ ଆସିବାରୁ ମୃତ୍ କୁ ସମସ୍ତେ ସନ୍ଧେ ଅ କରୁଚନ୍ତି ।

 

ମୁମ୍ବାଇ ପୋଲିସ୍ ଠାରୁ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ଅଭିଷେକ ମାରିବା ପୂର୍ବ ରୁ ଏକ ସୁଇସାଇଟ ନୋଟ୍ ଛାଡ଼ି ଯାଇଛନ୍ତି ଯାହା ପୋଲିସ୍ ହାତରେ ଲାଗିଛି । ଅଭିଷେକ ସୋଇସାଇ ଟ ନୋଟ୍ ରେ ଲେଖିଛନ୍ତି ବେକ୍ତିଗତ ସମସ୍ୟା ସହ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ଏଥିପାଇଁ ସେ ଏମିତି ପଦକ୍ଷେପ ନେଲେ ଏହା ସହ ସେ ତାଙ୍କ ପରିବାର ଲୋକଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି ।

ପରିବାର ଲୋକ ଦେଇଥିବା ସୂଚନା ଅନୁସାରେ ଅଭିଷେକ କାଡେ ସାଇବର ଠକେଇ ର ଶିକାର ହେଇଥିଲେ ଏବଂ ତାଙ୍କୁ ବ୍ଲାକମେଲ୍ ବି କରା ଯାଇଥିଲା । ଯାହାକି ଠକ ମାନେ ଏବେ ବି ବର୍ ବର୍ ଫୋନ କରୁଛନ୍ତି ଏବଂ ତାଙ୍କ ମାଗୁଛନ୍ତି । ଅଭିଷେକ ର ଭାଇ କହିଛନ୍ତି ଅଭିଷେକ ଆର୍ଥିକ ଠକେଇ ରେ ଶିକାର ହଇ ଆତ୍ମହତ୍ୟା କରିଛନ୍ତି ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *