ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ଗୌତମ ଗମ୍ଭୀର ଭାରତ ଦଳ ର କ୍ୟାପଟେନ ବିରାଟ କୋହଲି ଙ୍କୁ ସମାଲୋଚନା କରିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ଭାରତ ଦଳ ର ପୂର୍ବତନ ବ୍ବ୍ୟାଟସମାନ ଗୌତମ ଗମ୍ଭୀର ଙ୍କୁ ତ ଭଲ ଭବେ ଜାଣିଛନ୍ତି । ତେବେ ସେ ନିଜ ପାଇଁ କମ ଦଳ ପାଇଁ ଅଧିକ ଖେଲନ୍ତି ବୋଲି ସବୁବେଳେ ଚର୍ଚ୍ଚା ରହିଥାଏ । ତେବେ ସେ ମଧ୍ୟ ଶେଷ ସମୟରେ ipl ରେ rcb ପାଇଁ ଖେଳୁଥିଲେ ଏବଂ ଅଧିନାୟକ ମଧ୍ୟ ରହିଥିଲେ ।
ତେବେ ସେ କିଛି ଦିନ ତାଳେ ipl ୨୦୨୧ ପାଇଁ ରିଟର୍ଣ୍ଣିଂ ଚାଲୁଥିବା ବେଳେ କୋହଲି ନିଜ ଦଳ ର ୧୦ ଜଣ ଖେଳାଳି ଙ୍କୁ ବାହାର କରି ଦେଇଥିଲେ । ଯାହା ଫଳରେ ଏହାକୁ ନେଇ ପୂର୍ବତନ ଖେଳାଲି ଗୌତମ ଗମ୍ଭୀର ମୁହଁ ଖୋଲିଛନ୍ତି । ତେବେ ସେ କହିଛନ୍ତି କୋହଲି ଦଳ ରେ କଣ କରୁଛନ୍ତି ?
ତେବେ କାହିଁକି ସେ ଏଭଳି ଭବେ ଦଳ ର ବହୁ ଭଲ ଭଲ ପ୍ଲେୟର ଙ୍କୁ ଦଳ ରୁ ବାହାର କରିଦେଲେ । ଜେବେକି ସେମାନେ ବର୍ତ୍ତମାନ ଭଲ ଫର୍ମ ରେ ଅଛନ୍ତି । ତେବେ ସେ ୮ ବର୍ଷ ହେଲା rcb ଦଳ ପାଇଁ ଖେଳି ମଧ୍ୟ କୌଣସି ଟ୍ରଫି ଆଜି ପର୍ଯ୍ୟନ୍ତ ନେଇ ପାରି ନାହାନ୍ତି । ଏହା ତାଙ୍କୁ ମର୍ମାହତ କରୁଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।