ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ୧୫ ବର୍ଷ ବାଳକ ସହ ୧୦ ବଡ ଭାଉଜ ସହ ହେଲା ବାହାଘର ତା ପରେ ଯାହାହେଲା ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।
୧୫ ବର୍ଷ ର ବାଳକ ସହ ୧୦ ବର୍ଷ ବଡ ଭାଉଜ ସହ ହେଲା ବାହାଘର ତା ପରେ ଚତୁର୍ଥୀ ରାତି ଯାହା ହେଲା ଜାଣିବା ପରେ ଆଖିରୁ ଲୁହା ଆସିଯିବ । ଆପଣ ଜାଣିଥିବେ ବାହାଘର ଏକ ପବିତ୍ର ସମ୍ପର୍କ । କିନ୍ତୁ ଆପଣ ଜାଣିଥିବେ ଗୋଟେ ଗୋଟେ ଜାଗାରେ କମ ବୟସ ର ପୁଅ ହଉ ଅବା ଝିଅ ସହ ଜୂର୍ ଜବରଦସ୍ତ ବାହାଘର କରେଇ ଦିଅନ୍ତି । ଏମିତି କିଛି ଘଟଣା ବିହାର ରେ ଘଟିଛି ଯାହା ତାଙ୍କ ପାଇଁ ମାହାଙ୍ଗା ହେଇଚି । ଯାହା କି ବାହା ହେଇଥିବା ସେ ପିଲା ତା ଜୀବନ ତ୍ୟାଗ କଲା। ଆସନ୍ତୁ ଜାଣିବା ପୁରା ଘଟଣା ବିଷୟ ରେ।
ପ୍ରକୃତ ରେ ବିହାର ର ପାଟଣା ସହର ର ଗୋଟେ ପରିବାର ତାର ୧୫ ବର୍ଷ ର ପୁଅ କୁ ଜବରଦସ୍ତି ଗୋଟେ ବିଧବା ଭାଉଜ ଙ୍କୁ ବିବାହ କରିଦେଲେ । ଭାଉଜ ଆଉ ଦିଅର ର ବୟସ ଅନ୍ତର ପାଖା ପାଖି ୧୦ ବର୍ଷ ଅନ୍ତର ଥିଲା । ବାହାଘର ପରେ ସେ ପିଲା କୁ ଏତେ ଖରାପ୍ ଲଗିଲାକି ସେ ଘର ଛାଡ଼ି ପଳାଇଲା । ଏହି ପିଲା ର ନାମ ଥିଲା ମହାଦେବ ସେ ନବମ ଶ୍ରେଣୀରେ ପଢ଼ୁଥିଲା । ତାଙ୍କ ପରିବାର ରେ ବାପା ମା ଆଉ ତାଙ୍କ ଭାଇ ସନ୍ତୋଷ ଥିଲେ । ସନ୍ତୋଷ ର ଏକ ଦୁର୍ଘଟଣା ରେ ମୃତୁ ହେଇଯାଇଥିଲା । ତାପରେ ତାଙ୍କ ସ୍ତ୍ରୀ ଙ୍କୁ ୧୫ ବର୍ଷ ତାଙ୍କ ସାନ ଭାଇ ସହ ବାହାଘର କରେଇ ଦେଲେ। ମହାଦେବ ଏଥି ପାଇଁ ରାଜି ନଥିଲେ ସେ ବହୁବାର ମନା କରିବା ସ୍ଵତେ ତାଙ୍କ ବାହାଘର ତାଙ୍କ ଭାଉଜ ସହ କରେଇ ଦେଲେ।
ବାହାଘର ର ପର ଦିନ ମହାଦେବ ଘରୁ ପଳେଇ ଆସିଲା ।ତାଙ୍କ ଘର ଲୋକ ବହୁ ଖୁଜା ଖୁଜି ପରେ ବି ତାଙ୍କୁ ପାଇ ଲେ ନାହିଁ । କିନ୍ତୁ ତାପରଦିନ ମହାଦେବ ଙ୍କୁ ଜଉ ଅବସ୍ଥା ରେ ପାଇଥିଲେ ତାଙ୍କ ହୁସ୍ ଉଡ଼ାଇ ଦେଇଥିଲା । ମହାଦେବ ଫାଶୀ ଦେଇ ଆତ୍ମ ହତ୍ୟା କରିଦେଇଥିଲା । ଏମିତି ବାହାଘର କରେଇବାର କିଛି କାରଣ ଥିଲା । ଯାହାକି ସନ୍ତୋଷ ର ମୃତ୍ୟ ପରେ ସନ୍ତୋଷ ର ସ୍ତ୍ରୀ ଭୃଗୁଦେ ଜଉ ଇଂସୁରନ୍ସ ଟଙ୍କା ୨୫ ଲକ୍ଷ ପାଇଥିଲେ ସେହି ଟଙ୍କା ଭ୍ରୁଗୁଦେ ଙ୍କ ବାପା ଘର ଲୋକ ନେଇଯିବା କୁ ଚାହୁଁ ଥିଲେ ଏଥି ପାଇଁ ଭାଉଜ ସହ ଦିଅର ର ବାହାଘର କରେଇ ଥିଲେ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।