ଫୁଣି ପ୍ରେମୀ ଯୁଗଳ ଙ୍କ ଭିଡ଼ିଓ ଭାଇରଲ ହେଲା । ନିଆଁ ଭଳି ଖେଳି ଚାଲିଛି ଏହି ଭିଡ଼ିଓ ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ପୋର୍ଟାଲ କୁ ଆଜି ଆମେ ଦେଖିବା ଓ ଜାଣିବା ଫୁଣି ଏକ ଲଜ୍ୟା ର ବିଷୟ । ପ୍ରେମୀ ଯୁଗଳ ନିଜ ହିତା ହିତ ଜ୍ଞାନ ଭୁଲି କିଭଳି ଭାବରେ ରାସ୍ତା ପାଖ ଜଙ୍ଗଲରେ ରାସଲୀଳା କରୁଥିବାର ନଜର ଆସିଥିଲେ । କିଛି ପିଲା ଏହି ସମୟ ରେ ଭିଡ଼ିଓ କରି whatsapp ଓ ଫେସବୁକ ମିଡ଼ିଆ ରେ ଭାଇରଲ କରିଛନ୍ତି । ଏବେ ଏହି ଭିଡ଼ିଓ ଅଧିକ ନିଆଁ ଭଳି ଖେଳି ଚାଲିଛି …ଏହି ଘଟଣା ଟା

ଘଟିଥିଲା ବଲାଙ୍ଗୀର ର ମୁରିବହଲ ବ୍ଲକ ଘୁଷୁରା ମୁଣ୍ଡା ଜଙ୍ଗଲ ରେ । ଏହି ଭିଡ଼ିଓ ରେ ଦେଖିବାକୁ ମିଳିଥିଲା ଝିଅଟି ଅଚେତ ହୋଇପଡିଥିବା ର ଦେଖିବାକୁ ମିଳିଥିଲା ଓ ଭିଡ଼ିଓ କରିଥିବା ଯୁବକ ମାନେ ଏହି ପ୍ରେମୀ ଯୁଗଳ ଙ୍କୁ ନିର୍ଯାତନା ମଧ୍ୟ ଦେଇଛନ୍ତି । ଏହି ଘଟଣା ରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ନିଜ ଆଡୁ ଏହି ଘଟଣା କୁ କେସ ଫାଇଲ କରି ଭିଡ଼ିଓ ଭାଇରଲ କରିଥିବା ଯୁବକ ମାନଙ୍କୁ ଗିରଫ କରିବାକୁ ଚେଷ୍ଟା କରିଛନ୍ତି । ଦୟାକରି ପ୍ରେମୀ ଯୁଗଳ ମାନେ ରାସ୍ତା କଡରେ ଏ ଭଳି କାମ କରୁନ୍ତୁ ନାହିଁ ଯାହା ଫଳରେ ଆପଣ ଙ୍କୁ ଏ ଭଳି ଅସୁବିଧା ର ସମୁଖୀନ୍ନ ହେବାକୁ ପଡିବ । ପ୍ରେମୀ ଯୁଗଳ ମାନଙ୍କୁ ସଚେତନ ପାଇଁ ଆମର ଏହି ପୋଷ୍ଟ ଟି …ଦେଖନ୍ତୁ ଭିଡ଼ିଓ ଟି

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *