ଫୁଣି ବଢ଼ିଲା ଗ୍ୟାସ ରେଟ । ଏବେ ଗ୍ରାହକ ଙ୍କୁ ମିଳିବ ଏତିକି ଟଙ୍କାରେ ଜାଣନ୍ତୁ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବର୍ଦ୍ଧିତ ଗ୍ୟାସ ଦର ସମ୍ପର୍କରେ ଏବଂ ଏହା କିଭଳି ଖାଉଟି ମାନଙ୍କୁ ପ୍ରଭାବିତ କରିବ ସେ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ ବର୍ତ୍ତମାନ ସମୟରେ ଭାରତ ରେ ପ୍ରତିଦିନ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ିବା ରେ ଲାଗିଛି । ତେବେ ଏହି ବର୍ଦ୍ଧିତ ଦର ର ପ୍ରଭାବ ସମସ୍ତ ଦ୍ରବ୍ୟ ତଥା ଘରୋଇ ସାମଗ୍ରୀ ଉପରେ ପଡୁଛି । ଯାହା ଫଳରେ ସାଧାରଣ ଲୋକ ମାନେ ହଇରାଣ ହେଉଛନ୍ତି । ତେବେ ଏହା ଖାଲି ସାଧାରଣ ଜନତା ନୁହେଁ ବହୁ ଗରିବ ଦିନ ମଜୁରିଆ ଙ୍କ ପେଟ କୁ ନାତ ମାରିବା ସଙ୍ଗେ ସମାନ। 

ତେବେ ପେଟ୍ରୋଲ ଦର ବଢୁ ବଢୁ ଗ୍ୟାସ ସିଲିଣ୍ଡର ର ଦର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ତେବେ ଆଜି ଗ୍ୟାସ ଦର ରେ ୨୫ ଟଙ୍କା ବୃଦ୍ଧି ହୋଇଛି । ତେବେ ଗତ ୩ ମାସ ମଧ୍ୟରେ ଗ୍ୟାସ ଦର ୨୦୦ ଟଙ୍କା ବଢ଼ି ଥିବାର ସୂଚନା ଥିବା ବେଳେ । କେବଳ ଫେବ୍ରୁଆରୀ ମାସ ରେ ୧୦୦ ଟଙ୍କା ଗ୍ୟାସ ଦର ରେ ବୃଦ୍ଧି ହୋଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *