ଫୁଣି ବଦଳିଲା ନାଇଟ କର୍ଫୁ ର ସମୟ ସୀମା….ଜାଣି ରଖନ୍ତୁ ନହେଲେ ହଇରାଣ ହେବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ରାଜ୍ୟ ସରକାର ୧୦ ଟି ଜିଲ୍ଲା ସହିତ ଅନ୍ୟ ୨୦ ଟି ଜିଲ୍ଲା ରେ ଘୋଷଣା କରିଥିବା ନାଇଟ କର୍ଫ୍ୟୁ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଗତ କିଛି ଦିନ ହେବ ଓଡିଶା ସୀମାନ୍ତ ଛତିଶଗଡ଼ ରେ ଦିନ କୁ ଦିନ କରୋନା କେସ ଦ୍ରୁତ ଗତି ରେ ବୃଦ୍ଧି ପାଇବାରେ ଲାଗିଥିଲା ।ଏହାର ପ୍ରଭାବ ଓଡ଼ିଶା ରେ ଦିନ କୁ ଦିନ କରୋନା ର ନୂଆ ନୂଆ କେସ ବଢ଼ିବାରେ ଲାଗିଥିଲା । ଏହାକୁ ଦୃଷ୍ଟି ରେ ରଖି ଆମ୍ଭ ରାଜ୍ୟ ସରକାର ଛତିଶଗଡ଼ ସୀମାନ୍ତ କୁ ଲାଗିଥିବା ସମସ୍ତ ୧୦ ଟି ଜିଲ୍ଲା  କୁ ନାଇଟ କର୍ଫ୍ୟୁ  ଜାରି କରିଥିଲେ । 

 

ତେବେ ଏହି ନାଇଟ କର୍ଫ୍ୟୁ ରାତି ୧୦ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ତେବେ ବର୍ତ୍ତମାନ ସମୟରେ ଏହି ନାଇଟ କର୍ଫ୍ୟୁ ର ସମୟ କୁ ପରିବର୍ତ୍ତନ କରାଯାଇ ସନ୍ଧ୍ୟା ୬ ଟା ରୁ ଦିନ ୫ ଟା ପର୍ଯ୍ୟନ୍ତ କରାଯାଇଛି । ତେବେ ସେହି ୧୦ ଟି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, ସମ୍ବଲପୁର,  ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡା , ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ନୂଆପଡା । 

 

ଏହା ସହିତ ଏହି ୧୦ ଟି ଜିଲ୍ଲା ଗୁଡିକ ରେ ପ୍ରତ୍ୟେକ ଶନିବାର ଏବଂ ରବିବାର ଦିନ ସମ୍ପୂର୍ଣ୍ଣ କର୍ଫ୍ୟୁ ଜାରି ରହିବ ବୋଲି ସୂଚନା ଦେଇଛନ୍ତି SRC । ତେବେ ଏହା ସହିତ ଅନ୍ୟ ୨୦ ଟି ଜିଲ୍ଲା ରେ ଥିବା ସମସ୍ତ ମୁନ୍ସୀପାଳ ଅଞ୍ଚଳ ରେ ରାତ୍ର ୯ ଟାରୁ ଦିନ ୬ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରୀ ରହିବ । ବୋଲି ରାଜ୍ୟ ସରକାର ଘୋଷଣା କରିବା ସହିତ SRC ଏ ନେଇ ମିଡ଼ିଆ କୁ ସୂଚନା ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *