ଫୁଣି ରାନୀ ପଣ୍ଡା ଆସିଲେ ଚର୍ଚ୍ଚା କୁ ଏହି କାରଣ ପାଇଁ । ଆପଣ ଜାଣିଲେ ଖୁସି ହେବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ଝିଅ ନିଜ ସାର୍ଟିଫିକେଟ ପାଇଁ ମୂଲ ଲାଗୁଥିଲେ ଏବଂ ତାଙ୍କୁ ଅଭିନେତ୍ରୀ ରାଣୀ ପଣ୍ଡା କିଭଳି ଭାବେ ସାହାଯ୍ୟ କଲେ ସେ ସମ୍ପର୍କରେ  କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ରାଣୀ ପଣ୍ଡା ଜଣେ ସରଳ , ନିଷ୍କପଟ , ସମସ୍ତଙ୍କୁ ଭଲ ପାଉଥିବା ତଥା ଦୁଃଖୀ ଦରିଦ୍ର ଙ୍କ ପାଇଁ ସବୁବେଳେ ନିଜ କୁ ଉତ୍ସର୍ଗ କରୁଥିବା ମଣିଷ ଟିଏ । ତେବେ ସେ ଯାତ୍ରା ରେ କିମ୍ବା ନିଜର ଚଳିବା ପାଇଁ ଯାହାବି କରୁ କିନ୍ତୁ ଓଡିଶା ର ଲୋକ ମାନଙ୍କ ପାଇଁ ସବୁବେଳେ ସେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ତେବେ ରାଣୀ ପଣ୍ଡା ବର୍ତ୍ତମାନ ସମୟରେ ଏକ ଗରିବ ମଉସା ଙ୍କ ଘରକୁ ଆସି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରୀ ବୁଝିବା ସହ ତାଙ୍କୁ କେଉଁଭଳି ଭାବେ ସାହାଯ୍ୟ କରିହେବ ସେ ବିଷୟରେ ତାଙ୍କ ସହ କଥା ହେଇଥିଲେ ।

 

ଏହା ସହ ତାଙ୍କ ଝିଅ କିଭଳି ଭାବେ ବାପା ଙ୍କ ର ଦେହ ଖରାପ କୁ ଘର ଚଲାଇବା ଏବଂ ନିଜ ପାଠ ପଢା ସହ ବାପା ଙ୍କ ର କେଉଁଭଳି ଭାବେ ଓଷଧ ବ୍ୟବସ୍ଥା କରିବ ସେ ଚିନ୍ତା ରେ ଝିଅ ଅନ୍ୟ ପାଖରେ ମୂଲିଆ ମଜୁରିଆ କାମ କରୁଥିଲା । ତେବ ଏହା ଶୁଣିବା ପରେ ଦରଦୀ ରାଣୀ ଝିଅ ଟିକୁ ସମ୍ପୂର୍ଣ ସାହାଯ୍ୟ କରିବା କଥା କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *