ଫୁଣି ରାନୀ ପଣ୍ଡା ସୋଦିଲେ ଭୟଙ୍କର ଭାଷା । ଶୁଣିଲେ କାନରୁ ରକ୍ତ ପଡିବ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଆ ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ଓ ଜାଣିବା ରାନୀ ପଣ୍ଡା ଙ୍କ ଭିଡ଼ିଓ ଭାଇରଲ ବିଷୟରେ …

ରାନୀ ପଣ୍ଡା ଓଡିଶା ଯାତ୍ରା ଜଗତ ର ଚର୍ଚ୍ଚିତ ଚେହେରା ବା ବିବାଦୀୟ ଅଭିନେତ୍ରୀ । ସେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ସେ କେତେବେଳେ ଲୋକଙ୍କ ସେବା କରି ଚର୍ଚ୍ଚା ରେ ତ କେତେବେଳେ ଅଶିଳ ନୁର୍ତ୍ୟ କରି ଚର୍ଚ୍ଚାରେ । ଚର୍ଚ୍ଚା ରେ ରହିବାର ମୁଖ୍ୟ କାରଣ ତାଙ୍କ ର ଭାଷା ସେ ସବୁବେଳେ ଯାହା କହିଥାନ୍ତି ରୋକ ଠୋକ ଓ ଏହା ମଧ୍ୟ ରେ ଅତି ଅଭଦ୍ର ଭାଷା ମଧ୍ୟ ପ୍ରୟୋଗ କରିଥାନ୍ତି ।

ଆଜି ଗାଳି ଦେବାର କାରଣ ତାଙ୍କୁ ସୋସିଆଲ ମିଡ଼ିଆ ରେ କିଛି ଲୋକ ଅତି ଅଭଦ୍ର ଭାଷା ରେ ଗାଳି ଦେଉଛନ୍ତି ଓ ବହୁତ ଖରାପ କମେଣ୍ଟ ମଧ୍ୟ କରୁଛନ୍ତି । ଏହାକୁ ଦେଖିବା ପରେ ରାନୀ ନିଜକୁ ସମ୍ଭାଳି ନପାରି ଅତି ଅଭଦ୍ର ଭାଷା ରେ ସେମାନଙ୍କୁ ଗାଳି କରିଛନ୍ତି ଦେଖନ୍ତୁ ଭିଡ଼ିଓ…. ସେ ମଧ୍ୟ କହିଛନ୍ତି

ଏହି ଭିଡ଼ିଓ ଶେଷରେ ଓଡିଶା ର ଛପକ ଗାର୍ଲ କାଦମ୍ବିନୀ ଙ୍କ କଥା । ଓଡିଶା ର ଚର୍ଚ୍ଚିତ ଯୋଡି ସରୋଜ ଓ କାଦମ୍ବିନୀ ଏହି ଯୋଡି ଏବେ ସବୁଠି ଚର୍ଚ୍ଚା ରେ ରାନୀ ପଣ୍ଡା ସରୋଜ ଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି ଓ କହିଛନ୍ତି ଏ ଭଳି ସବୁ ମା ଓ ବାପାଙ୍କୁ ମିଳୁ । ସରୋଜ ଙ୍କ ବାପା ମା ଙ୍କୁ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି ଉପର ଥିବା ଭିଡ଼ିଓ କୁ ଦେଖନ୍ତୁ ଜାଣି ପାରିବେ ସମ୍ପୂର୍ଣ ବିଷୟ ।

ଯଦି ଆମ ର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଆପଣଙ୍କ ଦିନଟି ଭଲରେ କଟୁ ଏହା ଆମ ର ଜଗତର ଜଗନ୍ନାଥଙ୍କ ପାଖରେ ପାର୍ଥନା । ଜୟ ଜଗନ୍ନାଥ ସ୍ୱାମୀ ।

Leave a Reply

Your email address will not be published. Required fields are marked *