ଫୁଣି ସିନେ ଜଗତରେ ଖେଳିଗଲା ଲୁହ ର ଲହରୀ ….ଚାଲିଗଲେ ଏହି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ରଞ୍ଜିତା ପାଣିଗ୍ରାହୀ ଅର୍ଥାତ୍ ତନୁଜା ଖୁଡି ଙ୍କ ଘରେ ଖେଳି ଯାଇଛି ଦୁଃଖ ର ଛାୟା ।ତେବେ କଣ ରହିଛି ସମ୍ପୂର୍ଣ ଖବର ।ଟୀକା ନେବା ପରେ ଭୁଲ୍ ରେ ବି ଏହି ଖାଦ୍ୟ ଖାଆନ୍ତୁ ନାହିଁ । କେଉଁ ଖାଦ୍ୟ ଖାଇଲେ କଣ ହେବ ଆସନ୍ତୁ ଜାଣିବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କରୋନା ମହାମାରୀ ର କୋପ ରେ କେହି ଭି ବର୍ତ୍ତି ପାରୁ ନାହାଁନ୍ତି । ଏହା ସାରା ବିଶ୍ଵ କୁ ତା ମାୟା ଜାଲ ରେ ପକାଇବାରେ ଲାଗିଛି । ଏହି କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଲୋକ ମାନେ ଏହି ମହାମାରୀ ପାଇଁ ପ୍ରପୀଡ଼ିତ ହୋଇ ଅଛନ୍ତି । ଏହି ମହାମାରୀ ନା ଧନୀ ନ ଗରିବ କିଛି ମାନୁ ନାହିଁ ଏହା କେବଳ ଗୋଟିଏ ପରେ ଗୋଟିଏ ଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି।ସମସ୍ତଙ୍କ ମନରେ କେବଳ ଗୋଟିଏ ଚିନ୍ତା ଏହି ମହାମାରୀ କୋବଳ ରୁ କେମିତି ବଞ୍ଚିବୁ ଏହି ମହାମାରୀ ର ଚେନ ଟି କେବେ ଭାଙ୍ଗିବ।ଏହି ଆଶା ର ସ୍ବପ୍ନ ନେଇ ସରକାର କରିଥିବା ସମସ୍ତ ନିୟମ କୁ ଜନତା ଅନୁସରଣ କରି ଚାଲିଛନ୍ତି।କରୋନା ର ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବଢିବା ସହିତ ମୃତ୍ୁ ହାର ମଧ୍ୟ ବଢୁଛି ।ତେଣୁ ସମସ୍ତଙ୍କ ମନ ରେ ଏହି ଚିନ୍ତା ରହିଛି କି ଏହି ମହାମାରୀ ଟି କୁ କିଭଳି ଭାବେ ହରାଇବୁ।ଏହି ମହାମାରୀ ବିଷୟରେ ଏତେ ସବୁ କଥା କହିବାର କାରଣ ଦିନ କୁ ଦିନ ସୋସିଆଲ ମିଡିଆରେ ଏହିଭଳି ଏବେ ଏକ ଘଟଣା ଘଟିଛି ଯାହା ଦେଖିଲେ ଆପଣ ଭି ଆଶ୍ଚର୍ଯ୍ୟ ହୋଇଯିବେ।

 

ଓଲିଉଡ୍ ରେ ପୁଣି ଖେଳିଗଲା ଶୋକ ର ଛାୟା ।ଯାହା ଶୁଣିଲେ ଆପଣ ମାନେ ବହୁତ୍ ହିଁ ଦୁଃଖ ଅନୁଭବ କରିବେ ।ଆପଣ ମାନେ କଦାପି ଆଶା କରି ନଥିବେ ଏହି ଭଳି ଭାବେ ଦୁର୍ଘଟଣା ମାନ ଘଟିବ ବୋଲି।ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯଇ ପାରିନାହିଁ।ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ।ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ ।ଘରେ ଲୁଚି ବସିଲେ ଭି ବିପଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି ।ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ।ଏମିତି ବହୁତ୍ ଦୁଃଖଦ ଖବର ଆମ ମାନଙ୍କ ପାଖରେ ଆସି ପହଞ୍ଚୁଛି ପ୍ରତିଦିନ।ବେଳେ ଏମିତି କିଛି ଘଟଣା ଘଟୁଛି ଯାହା ବହୁତ୍ ହିଁ ହୃଦୟ ବିଦାରକ ।ତେଣୁ ଜୀବନ ରେ ଗୋଟିଏ କଥା କୁ ଅନୁସରଣ କରିବା କଥା କି ଏଇ ନିଃଶ୍ୱାସ ଟିକକ କୁ ଭି ବିଶ୍ୱାସ ନାହିଁ।

 

ତେବେ ଆପଣ ମାନଙ୍କ ପ୍ରିୟ ରଞ୍ଜିତା ପାଣିଗ୍ରାହୀ ଅର୍ଥାତ୍ ତନୁଜା ଖୁଡି ସେ ୨୦୧୬ ମସିହା ରେ ରଜ କ୍ଵି୍ନ ରେ ଜିତିବା ପରେ ଓଡ଼ିଆ ସିରିଏଲ ରେ ଅଭିନୟ କରୁଥିଲେ ।ତନୁଜା ଖୁସି ଙ୍କ ପିଇସା ଙ୍କ ର ଅଚାନକ ମୃତ୍ୁ ହୋଇ ଯାଇଛି।ତାଙ୍କ ମୃତ୍ୟୁ କାହିଁକି ହୋଇଚି ତାହା ସ୍ପଷ୍ଟ ହୋଇ ପାରି ନାହିଁ।ତେଣୁ ତାଙ୍କ ଘରେ ଏବେ ଦୁଃଖ ଛାୟା ଖେଳି ଯାଇଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *