ଫୁଣି ୩ ଦିନ ପରେ କଡାକଡି ଭାରତ ବନ୍ଦ । ଘରୁ ଗୋଡ କାଢ଼ିବା ମନା…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଆଉ ୩ ଦିନ ପରେ ଭାରତ ବନ୍ଦ ବିଷୟରେ । ଖବର ଟି କୁ ଆରମ୍ଭ ରୁ ଶେଷ ପର୍ଯନ୍ତ ପଢିଲେ ଜାଣି ପାରିବେ ସମ୍ପୂର୍ଣ ବିଷୟ ।

ଫୁଣି ହେବାକୁ ଯାଉଛି ଭାରତ ବନ୍ଦ ।ସଖାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯନ୍ତ ଭାରତ ବନ୍ଦ । କୃଷି ର ନୂଆ ଆଇନ ପ୍ରତ୍ୟାହାର ନେଇ ଦୀର୍ଘ ୪ ମାସ ହେଲାଣି କୃଷକ ମାନେ ଆନ୍ଦୋଳନ କରି ଆସୁଛନ୍ତି ଓ ଅନେକ ଥର ଭାରତ ବନ୍ଦ କରିସାରିଲେଣି ହେଲେ ଏହାର କୌଣସି ପ୍ରଭାବ ପଡି ନାହିଁ ।

ସେଇ ପାଇଁ କୃଷକ ସଂଘଠନ ଫୁଣି ଏକ ବୈଠକ ରେ ଫାଇନଲ କରିଛନ୍ତି ଯେ ଆସନ୍ତା ମାର୍ଚ୍ଚ ୨୬ ସଖାଳ ୬ ରୁ ସନ୍ଧ୍ୟା ୬ ଭାରତ ବନ୍ଦ ରହିବ । ତେଣୁ କୃଷକ ମାନେ ଆହୋନ ଦେଇଛନ୍ତି ଯେ ଏହି ଲଢେଇ ଆଗକୁ ମଧ୍ୟ ଜାରି ରହିବ ଯଦି କୃଷକ ମାନଙ୍କୁ ଉଚିତ ନ୍ୟାୟ ନମିଳିବ ।

ଯଦି ଆମର ଏହି ଖବର ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ ଓ ପୋଷ୍ଟ ରେ ଗୋଟିଏ ସେୟାର କରନ୍ତୁ । ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ।

Leave a Reply

Your email address will not be published. Required fields are marked *