ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଫେବୃଆରୀ ମାସ ରେ ଆସିବାକୁ ଯାଉଛି ନୂଆ କରୋନା ଗାଇଡ଼ ଲାଇନ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ସରକାରଙ୍କ ଦ୍ୱାରା କରୋନା ର ପ୍ରଭାବ କୁ ସାଧାରଣ ଲୋକ ଙ୍କ ପାଖରୁ ଦୁରେଇ ରଖିବାକୁ ସଦା ସର୍ବଦା ଚେଷ୍ଟା ଜାରି ରହିଛି । ଯାହା ଫଳରେ ବହୁ ମାତ୍ରା ରେ ଏହି ସମାଜ କରୋନା ଭୟା ବହତା କମିବାରେ ଲାଗିଛି । କିନ୍ତୁ ଆମ୍ଭ ମାନଙ୍କର ସଚେତନ୍ତା ହିଁ କରୋନା ଠାରୁ ଆମ୍ଭକୁ ଦୁରେଇ ରଖିବ । ତେବେ ବର୍ତ୍ତମାନ ସରକାର ଫେବୃଆରୀ ମାସ ପାଇଁ ଏକ ନୂତନ ଭାବେ କରୋନା ଗାଇଡ଼ ଲାଇନ ଜାରି କରିଛନ୍ତି ।
ତେବେ ଏହି ଗାଇଡ଼ ଲାଇନ ଫେବ୍ରୁଆରୀ ୧ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ଗାଇଡ଼ ଲାଇନ ଅନୁସାରେ । ବର୍ତ୍ତମାନ ସମସ୍ତ ବାହାଘର,ବ୍ରତଘର, ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କୁ ଖୋଲା ଖୋଲି କରିବା ପାଇଁ ସରକାରଙ୍କ ନିର୍ଦେଶ ଦିଆଯାଇଛି । ଏହା ଛଡା ବର୍ତ୍ତମାନ ଚିତ୍ରାଳୟ ରେ କରୋନା ଗାଇଡ଼ ଲାଇନ ପାଇଁ ୫୦% ସିଟ ବୁକିଙ୍ଗ ଥିବା ବେଳେ ବର୍ତ୍ତମାନ ତାହା ୮୦% ହେବାର ସମ୍ଭାବନା ଅଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।