ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ଏମିତି ଏକ ଦମଦାର ଖବର ବିଷୟ ରେ ଯାହା କି ସୋସିଆଲ ମିଡିଆ ଗୋଟେ ମଣିଷ ର ଜୀବନ ବଞ୍ଚିଗଲା । ତେବେ ଏହା ବିଷୟ ରେ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।
ଆପଣ ଏ ସମାଜ ରେ ଶୁଣି ଥିବେ ଯେବେଠୁ ଏ ଦୁନିଆ ଡିଜିଟାଲ ହେଲାଣି ଏବେଠୁ ସମାଜ ର କିଛି ଲୋକ ଏହାକୁ ସମାଜ ର ବିନାଶ ବୋଲି କହିଛନ୍ତି କିନ୍ତୁ ଏଠି ଓଲଟା ହେଇଚି ଯାହାକି ଫେସଵୋକ୍ ପାଇଁ ଜଣେ ଯୁବକ ର ଜୀବନ ବଞ୍ଚିଗଲା। ୫୦ ମିନିଟ୍ ରେ ଉଦ୍ଧାର ହେଲେ ଯୁବକ ।
ଆଜିକା ଯୁବ ସମାଜ ପାଇଁ ସୋସିଆଲ ମିଡିଆରେ ନିହାତି ଆବଶ୍ୟକ ହୋଇପଡିଛି । ଏଥରେ କହିବୁ ଆତ୍ମ ହତ୍ୟା କରିବାକୁ ଯାଉଥିବା ଗୋଟେ ଯୁବକ ବିଷୟରେ । ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ର ର ଧୁଲେ ଅଞ୍ଚଳ ର ।ଏଠାରେ ଜଣେ ୨୩ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାକୁ ଯାଉଥିଲେ । ଯାହା ଆଗୁଆ ପ୍ରସ୍ତୁତ ଥିଲେ ଆଉ କିଛି ସମୟ ପରେ ସେ ତାଙ୍କ ଜୀବନ ହାରି ଥାନ୍ତେ ହେ ଏହି ସବୁ ଘଟଣା କୁ ଐର୍ଲାଣ୍ଡ ହେଡ୍ କ୍ୱାଟର ରେ ବସି ଦେଖୁଥିଲେ ଜଣେ ବେକ୍ତି ଏହାପରେ ମୁମ୍ବେଇ ର ସାଇବର ସେଲ୍ କୁ ଫୋନ କରିଥିଲେ । ଫେସବୁକ ହେଡ କ୍ୱଟର ରୁ ଫୋନ କରି କହିଥିଲେ ମହାରାଷ୍ଟ୍ର ର ଧୁଲେ ଅଞ୍ଚଳ ର ଜଣେ ଗଣେଶ୍ୱର ପଟେଲ ନାମକ ବେକ୍ତି ବେକ କୁ ବ୍ଲେଡ ରେ କାଟି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ଏହା ସହ ବେକ୍ତି ଜଣ କ ଫେସବୁକ୍ ରେ ଲାଇଭ ମଧ୍ୟ କରୁଛନ୍ତି । ଏହି ଘଟଣା ପରେ ଲୋକ ମାନେ ସେହି ବେକ୍ତି କୁ ବଞ୍ଚେଇବା ପାଇଁ ଅନିରୁଦ୍ଧ କରିଥିଲେ ।
ଏହା ପରେ ଅକ୍ସନ୍ ମୋଡ଼ ଆସିଲା ମୂମ୍ୱେଇ ପୋଲିସ । ତାପରେ ମୁମ୍ୱାଇ ସାଇବର ପୋଲିସ ଯୁବକର ଠିକଣା ଖୁଜିବାରେ ଲାଗିଥିଲା ଏପଟେ ପୋଲିସ କୁ ସଜାଗ ରହିବାକୁ କହିଥିଲା । ଏହାପରେ ଯୁବକ ର ଠିକଣା ପାଇବା ପରେ ସେହି ଜାଗାରେ ମୂମ୍ବେଇ ପୋଲିସ ପହଞ୍ଚି ବେହୁସ୍ ଅବସ୍ଥା ରେ ଯୁବକ କୁ ଉଦାର କରିଥିଲା ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।