ଫେସବୁକ LIVE ଭିଡ଼ିଓ ବଞ୍ଚାଇଦେଲା ଜୀବନ । କେମିତି ବଞ୍ଚିଲା ଜୀବନ ପଢନ୍ତୁ ….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ଏମିତି ଏକ ଦମଦାର ଖବର ବିଷୟ ରେ ଯାହା କି ସୋସିଆଲ ମିଡିଆ ଗୋଟେ ମଣିଷ ର ଜୀବନ ବଞ୍ଚିଗଲା । ତେବେ ଏହା ବିଷୟ ରେ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆପଣ ଏ ସମାଜ ରେ ଶୁଣି ଥିବେ ଯେବେଠୁ ଏ ଦୁନିଆ ଡିଜିଟାଲ ହେଲାଣି ଏବେଠୁ ସମାଜ ର କିଛି ଲୋକ ଏହାକୁ ସମାଜ ର ବିନାଶ ବୋଲି କହିଛନ୍ତି କିନ୍ତୁ ଏଠି ଓଲଟା ହେଇଚି ଯାହାକି ଫେସଵୋକ୍ ପାଇଁ ଜଣେ ଯୁବକ ର ଜୀବନ ବଞ୍ଚିଗଲା। ୫୦ ମିନିଟ୍ ରେ ଉଦ୍ଧାର ହେଲେ ଯୁବକ ।

 

ଆଜିକା ଯୁବ ସମାଜ ପାଇଁ ସୋସିଆଲ ମିଡିଆରେ ନିହାତି ଆବଶ୍ୟକ ହୋଇପଡିଛି । ଏଥରେ କହିବୁ ଆତ୍ମ ହତ୍ୟା କରିବାକୁ ଯାଉଥିବା ଗୋଟେ ଯୁବକ ବିଷୟରେ । ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ର ର ଧୁଲେ ଅଞ୍ଚଳ ର ।ଏଠାରେ ଜଣେ ୨୩ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାକୁ ଯାଉଥିଲେ । ଯାହା ଆଗୁଆ ପ୍ରସ୍ତୁତ ଥିଲେ ଆଉ କିଛି ସମୟ ପରେ ସେ ତାଙ୍କ ଜୀବନ ହାରି ଥାନ୍ତେ ହେ ଏହି ସବୁ ଘଟଣା କୁ ଐର୍ଲାଣ୍ଡ ହେଡ୍ କ୍ୱାଟର ରେ ବସି ଦେଖୁଥିଲେ ଜଣେ ବେକ୍ତି୤  ଏହାପରେ ମୁମ୍ବେଇ ର ସାଇବର ସେଲ୍ କୁ ଫୋନ କରିଥିଲେ । ଫେସବୁକ ହେଡ କ୍ୱଟର ରୁ ଫୋନ କରି କହିଥିଲେ ମହାରାଷ୍ଟ୍ର ର ଧୁଲେ ଅଞ୍ଚଳ ର ଜଣେ ଗଣେଶ୍ୱର ପଟେଲ ନାମକ   ବେକ୍ତି୤ ବେକ କୁ ବ୍ଲେଡ ରେ କାଟି ଆତ୍ମହତ୍ୟା କରିବାକୁ ଯାଉଛନ୍ତି  ଏହା ସହ ବେକ୍ତି୤ ଜଣ କ ଫେସବୁକ୍ ରେ ଲାଇଭ ମଧ୍ୟ କରୁଛନ୍ତି । ଏହି ଘଟଣା ପରେ ଲୋକ ମାନେ ସେହି ବେକ୍ତି୤ କୁ ବଞ୍ଚେଇବା ପାଇଁ ଅନିରୁଦ୍ଧ କରିଥିଲେ ।

 

ଏହା ପରେ ଅକ୍ସନ୍ ମୋଡ଼ ଆସିଲା ମୂମ୍ୱେଇ ପୋଲିସ । ତାପରେ ମୁମ୍ୱାଇ ସାଇବର ପୋଲିସ ଯୁବକର ଠିକଣା ଖୁଜିବାରେ ଲାଗିଥିଲା ଏପଟେ ପୋଲିସ କୁ ସଜାଗ ରହିବାକୁ କହିଥିଲା । ଏହାପରେ ଯୁବକ ର ଠିକଣା ପାଇବା ପରେ ସେହି ଜାଗାରେ ମୂମ୍ବେଇ ପୋଲିସ ପହଞ୍ଚି ବେହୁସ୍ ଅବସ୍ଥା ରେ ଯୁବକ କୁ ଉଦାର କରିଥିଲା ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *