ବଟିକା ଠାରୁ ବି ଅଧିକ ଶକ୍ତିଶାଳୀ ଏହି ପ୍ରକ୍ରିୟା । ଥରେ କରନ୍ତୁ ମାତ୍ର ୫ ମିନିଟ ରେ ହୋଇଯାଇଥାଏ ଗଭୀର ନିଦ୍ରା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏଭଳି ପ୍ରକ୍ରିୟା ସମ୍ପର୍କରେ ଯାହାକୁ ଅବଲମ୍ବନ କଲେ ଆପଣ ୫ ମିନିଟ ରେ ଗଭୀର ନିଦ୍ରା ହୋଇଯିବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସମୟରେ ଲୋକ ମାନେ ବ୍ୟସ୍ତ ବହୁଳ ଜୀବନ ବିଷୟରେ ଆପଣ ମାନେ ଜାଣିଥିବେ । ତେବେ ଏହି ବ୍ୟସ୍ତ ବହୁଳ ଯିବନ ମଧ୍ୟରେ ଲୋକମାନେ ନିଜ ଶରୀର ତଥା ବିଭିନ୍ନ ରୋଗ ର ସମ୍ମୁଖୀନ ହେଉଛନ୍ତି । ତେବେ ସେହି ରୋଗ ଭିତରୁ ଗୋଟିଏ ରୋଗ ହେଉଛି ନିଦ୍ରା ନହେବା । ସେଥିପାଇଁ ଆମ୍ଭେ କେତେ ମେଡ଼ିସିନ କେତେ କଣ ଉପାୟ ଅବଲମ୍ବନ କରୁଛନ୍ତି । ତେବେ ମେଡ଼ିସିନ ଖାଇବା ଦ୍ୱାରା ଏହା ଆମ୍ଭ ଶରୀର ଉପରେ ଏକ ଖରାପ ପ୍ରଭାବ ପକାଉଛି । 

 

ବହୁତ ଶୋଧରୁ ଏହି କଥା ପ୍ରମାଣିତ ହୋଇଛି କି ସବୁଦିନ କମ୍ ସେ କମ୍ ୭-୦ ଘଣ୍ଟା ଶୋଇବା ଉଚିତ୍ , ଏଥିପାଈଁ ଭରପୁର ଆନନ୍ଦଦାୟକ ନିଦ ଜରୁରୀ ହୋଇଥାଏ,  ଭରପୁର୍ ନିଦ୍ରା ନେଲେ ଶରୀର ଉର୍ଜାବାନ ହୋଇଥାଏ।  ଓ ଆପଣଙ୍କ ମସ୍ତିଷ୍କ ସକ୍ରିୟ ହୋଇଥାଏ , ଆପଣଙ୍କୁ ଆଜି ଏକ ଘରୋଇ ତରିକା କହିବାକୁ ଯାଊଛୁ , ଯାହା ଦ୍ୱାରା ଆପଣଙ୍କୁ ଭଲ ନିଦ୍ଆସିବ । ଆସନ୍ତୁ ଜାଣିବା ସେ ଘରୋଇ ପ୍ରକିୟା ବିଷୟରେ । 

 

୧) ଡାକ୍ତରଙ୍କ ମୁତାବିକ ଶୋଇବା ପୂର୍ବରୁ ଏକ କଦଳି ଖାଇ ଶୋଇବା ଉଚିତ୍ , ଯାହା ଦ୍ୱାରା ନିଦ ଭଲରେ ଆସିଥାଏ, ଅନିଦ୍ରା ପରି ରୋଗଦୂର ହୋଇଯାଏ ।

୨) ଦୁଇ ଚାମଚ ଧନିଆଁ କୁ ଗୋଟେ ଗିଲାସ ପାଣିରେ ସିଝାଇଦିଅନ୍ତୁ , ଓ ପାଣି ଅଧା ହେଲା ପରେ ସେହି ନଖ ଉଷୁମ ପାଣିକୁ କ୍ଷୀରରେ ମିଶାଇଦିଅନ୍ତୁ , ଓ ସେହି ମିଶ୍ରଣକୁ ପିଇଦିଅନ୍ତୁ , ଏମିତି କରିଲେ ନିଦ ଭଲ ନିଦ ଆସିଥାଏ ।

୩) ଏହା ଛଡା ତ୍ରିଫଳା ଚୁର୍ଣ୍ଣ ବି ବ୍ୟବହାର କରିପାରିବେ , ଆପଣ ଏକ ଚାମଚ ତ୍ରିଫଳା ଚୁର୍ଣ୍ଣ ହାଲକା ଗର୍ମ ପାଣିରେ ପିଇକରି ଶୋଇପଡନ୍ତୁ ,

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *