ବଡ଼ ଖବର : ଫୁଣି ଭାରତ ବନ୍ଦ ଯାଣନ୍ତୁ କେବେ ନହେଲେ ଭୋଗୀ ପାରନ୍ତି ଅସୁବିଧା….

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଓଡ଼ିଆ ଖବର କୁ ଆଜି ଆମେ ଜାଣିବା ଭାରତ ବନ୍ଦ ବିଷୟରେ ଆସନ୍ତୁ ଜାଣିବା ଏହି ଖବର । ଆପଣ ଏହି ଖବର କୁ ମୂଳରୁ ସେସ ପର୍ଯନ୍ତ ପଢିଲେ ଜାଣିପାରିବେ ସମ୍ପୂର୍ଣ ତଥ୍ୟ…..

ଆପଣ ମାନେ ଜାଣିଥିବେ ଦେଶରେ କେଉ ଭଳି ଭାବରେ ଚାଷୀ ଆନ୍ଦୋଳନ ତୀବ୍ର ତର ଦିନକୁ ଦିନ ହେବାରେ ଲାଗିଛି । ଚାଷୀ ମାନେ ତାଙ୍କ ହକ ପାଇବା ପାଇଁ ଲଢେଇ ଜାରି ରଖିବେ କହିଛନ୍ତି । ଯଦି ଚାଷୀ ଙ୍କୁ ହକ ନମିଳେ ସାରା ଦେଶ ର ସବୁ ଚାଷୀ ଆନ୍ଦୋଳନ କୁ ଓଲ୍ହାଇବେ ଓ ଏହାପରେ ଆନ୍ଦୋଳନ ଆହୁରି ତୀବ୍ର ତର ହୋଇ ପାରେ……

ଏହି ମାସ ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଘ । ଚାଷୀ ସଂଘ ଜଣେଇ ଦେଇଛନ୍ତି ଯେ ଯଦି ଆମ ଦାବି ପୂରଣ ନହୁଏ ତାହେଲେ ଆଗକୁ ଏହି ଭଳି ଭାରତ ବନ୍ଦ ହେବ । ଏହା ଉପରେ ସରକାର ଙ୍କ ନିଷ୍ପତି କଣ ଆସୁଛି ଦେଖିବା ବାକି…

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *