ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ବଡ ଭାଇ ର ଶାଶୁ କୁ ଉଠାଇ ଆଣି ସାନ ଭାଇ ଫେରାର ହୋଇ ଯାଇଛି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଏହି ଘଟଣା ଟି ଉତ୍ତରପ୍ରଦେଶ ର ସର୍ରବସ୍ତି ଜିଲ୍ଲା ଅନ୍ତର୍ଗତ ଭିଙ୍କର ଥାନା ଅନ୍ତର୍ଗତ ଭିପପୁର ଅଞ୍ଚଳ ରୁ ଏଭଳି ବିସ୍ମୟ କାହାଣୀ ସାମ୍ନା କୁ ଆସିଛି । ତେବେ ଘଟଣା ଅନୁସାରେ ଏହି ଅଞ୍ଚଳ ର ବିଜୟ କୁମାର ନାମକ ଯୁବକ ବାପା ନକୁଳ ବାବା ଏବଂ ବଡ଼ ଭାଇ ଶେଷ କୁମାର ଙ୍କ ବାହାଘର ର ଏକ ମାସ ନ ପୁରୁଣୁ ସାନ ଭାଇ ବିଜୟ ବଡ଼ ଭାଇ ଙ୍କ ଶାଶୁ ଙ୍କୁ ଘରୁ ଉଠାଇ ନେଇ ଆଣିଥିଲେ ।
ଉଠାଇ ଆଣିବାର ଏକ ମାସ ପରେ ଯେତେବେଳେ ସେ ଘରକୁ ଆସିଲେ । ସେତେବେଳେ ଘର ର କୋୖଣସି ସଦସ୍ୟ ତାଙ୍କୁ ଘରେ ପୁରାଇ ବାଆକୁ ନାରାଜ ବୋଲି କହିବାରୁ । ଅର୍ଧ ରାତିରେ ବିଜୟ ପୋଲିସ ଷ୍ଟେସନ କୁ ଫୋନ କରିଥିଲେ । ତେବେ ପୋଲିସ ଆସି ସମସ୍ତ ତଥ୍ୟ କୁ ଜାଣିବା ସହ ବିଜୟ ଙ୍କ ପତ୍ନୀ ମାନେ ବଡ଼ ଭାଇ ଶେଷ ଙ୍କ ଶାଶୁ ଙ୍କୁ ତାଙ୍କ ଘରେ ଛାଡିଥିଲେ । ତେବେ ଘଟଣା ର ସମସ୍ତ ସତ୍ୟା ସତ୍ୟ ଜଣେ ପୋଲିସ ଭାଇ ଙ୍କ ଦ୍ଵାରା ରେକରଡିଙ୍ଗ କରାଯାଇଥିଲା । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।