ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆଗାମୀ ୧୭ ତାରିଖ ରେ ହେବାକୁ ଯାଉଛି ପ୍ରବଳ ବର୍ଷା , ଏହା ଛଡା କେଉଁ ୧୧ ଟି ଜିଲ୍ଲା କୁ ଦିଆଯାଇଛି ସତର୍କ ସୂଚନା ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ କିଛି ଦିନ ହେବ ରାଜ୍ୟ ରେ ସିତ ର ପ୍ରକୋପ ବଢ଼ିବାରେ ଲାଗିଛି । ତେବେ ଏହି ଶିତ ର ପ୍ରକୋପ ରୁ ରକ୍ଷା ପାଇବା ବହୁତ କଷ୍ଟକର ବୋଲି ପାଣିପାଗ ବିଶେଷଞ ମତ ବ୍ୟକ୍ତ କରିଛନ୍ତି । ତେବେ ଆଗାମୀ ୧୭ ବଙ୍ଗୋପ ସାଗର ଘୁନି ଭୁତ ହୋଇଥିବା ଲଘୁଚାପ ବର୍ଷା ର ରୂପ ନେବ । ଯାହା ଫଳରେ ଆସନ୍ତା ୧୭ ତାରିଖ ଠାରୁ ବିଭିନ୍ନ ସ୍ଥାନ ରେ କାଳବୈଶାଖୀ ହେବା ସହ ବହୁତ ଜୋରରେ ବଜ୍ରପାତ ହେବ ।
11 ଟି ଜିଲ୍ଲା ରେ ବର୍ଷା ର ପ୍ରଭାବ ନଜର ଆସିବା ପାଇଁ ଥିବା ବେଳେ ଭୁବନେଶ୍ୱର ପାଣି ପାଗ ବିଜ୍ଞ୍ୟାନ କେନ୍ଦ୍ର ସଂମ୍ପର୍କ୍ତ ଜିଲ୍ଲା ପାଇଁ ୱାର୍ଣ୍ଣଂ ଜାରି କରି ଥିବା ବେଳେ ଏହି ସବୁ ଜିଲ୍ଲା ଗୁଡିକ ରେ ଜାନ ବାହାନ ଜାତାୟତ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଦିପ୍ ଜେନା ନିର୍ଦ୍ଧେଶ ଦେଇଛନ୍ତି ।
ଏହା ସହିତ କାଳବୈଶାଖୀ ଅନୁଭୁତ ହେବାକୁ ଥିବା ୧୧ ଟି ଜିଲ୍ଲା ଗୁଡିକ ହେଲା ମୟୁରଭଞ,ଭଦ୍ରକ,କେନ୍ଦ୍ରାପଡା ,ବାରିପଦା , ବାଲେଶ୍ୱର ,ଯାଜପୁର, ଜଗତସିହଂପୁର , କଟକ , ଅନୁଗୁଳ, କନ୍ଧମାଳ ଏବଂ ନୟାଗଡ ରହିଛି । ଅସହ୍ୟ ଥଣ୍ଡା ପାଇଁ ଜନ ଜିବନ ଅସ୍ତ୍ୟବସ୍ତ ହୋଇ ପଡିବ ସେହି ପରି ବେଳେ ୧୯ ତାରିଖ ରୁ ହିଁ ତାପମାତ୍ରା ରେ 2ରୁ 3 ଡୀଗ୍ରୀ କମିବ ବୋଲି ସୂଚନା ରହିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।