ବନ୍ଦ ହେବ ବହୁ ଚର୍ଚ୍ଚିତ ଟିଭି ସୋ କପିଲ ଶର୍ମା  । ତେବେ ଏହି ଆରୋପ ଲାଗି ବାରୁ ବନ୍ଦ ହୋଇଯିବ ଏହି ହସ୍ୟରସାତ୍ମକ ଟିଭି ସୋ… 

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ  କିପରି ବହୁ ଚର୍ଚ୍ଚିତ ଦି କପିଲ ଶର୍ମା ସୋ ହେବାକୁ ଯାଉଛି ବନ୍ଦ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏହା ସତ୍ୟ ଘଟଣା । ଅଟେ ଏହା ର କାରଣ କେବଳ କପିଲ ଶର୍ମା ନୁହଁନ୍ତି । ଏହାର କାରଣ ହେଉଛି ସୋନି ଟିଭି ର ଦି କପିଲ ଶର୍ମା ସୋ ର ଲେଖକ । କାରଣ କଥା ଟା କିଛି ଏପରିକି ଯାହା ଅତି ସାଧାରଣ ଲାଗୁଥିଲେ ମଧ୍ୟ ଆଇନ ଅନୁସାରେ ଦଣ୍ଡନିୟ । କାରଣ ଆଇନ ଆଖିରେ ସମସ୍ତେ ସମାନ । ତେବେ କଥା ଟା କିଛି ଏପରିକି ୨୦୧୯ ମସିହା ଡିସେମ୍ବର ୧୯ ରେ ।

 

 କପିଲ ଶର୍ମା ସୋ ରେ ଏକ କୋର୍ଟ ଉପରେ ଏକ ହସୁରସାତ୍ମକ କାର୍ଯ୍ୟ ହୋଇଥିଲା ଯେଉଁ ଥିରେ ଆକ୍ଟିଙ୍ଗ କରୁଥିବା ସମସ୍ତ କଳାକାର ମଦ ବୋତଲ ଧରି ନିଜ ର କଳା ପ୍ରଦର୍ଶନ କରୁଥିଲେ । ଏହା ସହ ଜନ ସଚେତନତା କୌଣସି ଫୋଟୋ କି ଭିଡ଼ିଓ ମଧ ସେ ସେଠାରେ ଉପସ୍ଥାପନ କରିନଥିଲେ । ଯାହା ଫଳରେ ସୁରେଶ ଧାକଡ଼ ଦି କପିଲ ଶର୍ମା ସୋ ନାଁରେ ଥାନା ରେ ଏକ ମାମଲା ରୁଜୁ କରିବା ସହ ସୋ ବନ୍ଦ କରିବାକୁ ଆଇନ କୁ ନିର୍ଦେଶ ମାଗିଛନ୍ତି। 

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *