ବର୍ଷକୁ ପ୍ରତି ପରିବାର କୁ ମିଳିବ ୬ ଟା ମାଗଣା ଗ୍ୟାସ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ତାମିଲନାଡୁ ରେ AIADMK ପାର୍ଟି ତରଫରୁ ଜନତା ଙ୍କୁ ନେତା ମାନେ ପ୍ରତିସୁତି ର ଲୋଭ ଦେଖାଇଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଗାମୀ ଏପ୍ରିଲ ୬ ତାରିଖ ରେ ତାମିଲନାଡୁ ରେ ମତଦାନ ହେବ । ଯେଉଁଥିରେ AIADMK ପାର୍ଟି ତରଫରୁ ଏହାର ସଂଯୋଜକ ପନିର’ସେଲଭମ ଏବଂ ସହ ସଂଯୋଜକ କେ’ପଲାନିସ୍ୱାମୀ ୧୬୩ ଟି ପ୍ରତିଶୃତି ନିଜର ତାମିଲନାଡୁ ର ଜନତା ମାନଙ୍କୁ କରିଛନ୍ତି । ତେବେ ଏଥିରେ ରହିଛି ଯଦି ଘରେ ରାସନ କାର୍ଡ଼ ଅଛି ତେବେ ଘର ର ମହିଳା ମୁଖ୍ୟ ଙ୍କୁ ମାସିକ ୧୫୦୦ ଟଙ୍କା ମିଳିବ ।

 

ଏବଂ ଘରେ ଯଦି କୌଣସି ମହିଳା ନଥିବେ ତେବେ ଘରେ ପୁରୁଷ ମୁଖ୍ୟ ଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ମିଳିବ । ସେହିପରି ସମସ୍ତ ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଖାଦ୍ୟ ପେୟ ସହିତ ୧୦୦୦୦ ଟଙ୍କାର ମେଧାବୀ ବୃତି ପ୍ରଦାନ ଭଳି ଅନେକ ନୂଆ ନୂଆ ସ୍କିମ ମାନ ସବୁ ତାମିଲନାଡୁ ର AIADMK ମୁଖ୍ୟ ଘୋଷଣା କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *