ବର୍ଷା ପ୍ରିୟଦର୍ଶୀନି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କହିଲେ କିଛି ଏଭଳି କଥା । ଯାହା କେହି କେବେ ବିଶ୍ୱାସ କରିନଥିବେ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ବର୍ଷା ପ୍ରିୟଦର୍ଶୀନି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କହିଲେ କିଛି ଏଭଳି କଥା । ଯାହା କେହି କେବେ ବିଶ୍ୱାସ କରିପାରିବେନି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।  

 

ତେବେ କିଛିଦିନ ହେବ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ । ତେବେ ଏଭଳି ସ୍ଥଳେ ବର୍ଷା ଙ୍କ ଏଭଳି କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ବର୍ଷା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ  ପ୍ରସଂସା କରିଛନ୍ତି । ତେବେ ସେ ମୁଖ୍ୟମନ୍ତ୍ରୀ ଙ୍କ ଜନାଭିମୁଖୀ କାର୍ଯ୍ୟ କୁ ନେଇ ପ୍ରସଂସା କରିଛନ୍ତି । ତେବେ ସେ କହିଁଛନ୍ତି କି ମୁଖ୍ୟମନ୍ତ୍ରୀ ଙ୍କ ନାରୀ ମାନଙ୍କ ପ୍ରତି ଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ । 

 

ତେବେ ସେ କହିଛନ୍ତି  କି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ବର୍ତ୍ତମାନ କରୋନା ଭଳି ପରିସ୍ଥିତି ରେ ସେମାନେ ୧୦ ଲକ୍ଷ ରୁ ଅଧିକ ମାସ ତିଆରି କରି ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାର ର ମଧ୍ୟ ଭରଣ ପୋଷଣ କରିପାରୁଛନ୍ତି । ତେବେ ପଞ୍ଚାୟତିରାଜ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରେ ମହିଳା ମାନଙ୍କ ପାଇଁ ୬୦% ସଂଗୃହିତ ରଖିଥିବାରୁ ସେ ତାଙ୍କ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *