ବର୍ଷା ସହ ବଜ୍ରପାତ ସୂଚନା । ୧୧-୧୩ ଯାଏଁ ୧୪ ଜିଲ୍ଲା ରେ ବର୍ଷା ସମ୍ଭାବନା । ଆସନ୍ତା ୩ ଦିନ ଯାଏଁ କାଳବୈଶାଖୀ ବର୍ଷା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆଗାମୀ ୩ ଦିନ ଯାଏଁ ହେବାକୁ ଯାଉଛି ପ୍ରବଳ ବର୍ଷା ସେ ସମ୍ପର୍କରେ  କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବର୍ତ୍ତମାନ ଓଡ଼ିଶାରେ ଉପକୂଳ ଅଞ୍ଚଳ ରୁ ଘନୀଭୂତ ହେଉଥିବା ଲଘୁଚାପ ବର୍ଷା ହେବାର ସମ୍ଭାବନା ଦେଖା ଦେଉଥିବା ନେଇ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ଆଗାମୀ ୧୧ ଏବଂ ୧୩ ଯାଏ ବଙ୍ଗୋପ ସାଗର ଘୁନି ଭୁତ ହୋଇଥିବା ଲଘୁଚାପ ବର୍ଷା ର ରୂପ ନେବ । ଯାହା ଫଳରେ ଆସନ୍ତା ୧୧ ଏବଂ ୧୩ ତାରିଖ ଠାରୁ ବିଭିନ୍ନ ସ୍ଥାନ ରେ କାଳବୈଶାଖୀ ହେବା ସହ ବହୁତ ଜୋରରେ ବଜ୍ରପାତ   ହେବ ।

 

୧୪ ଟି ଜିଲ୍ଲା ରେ ବର୍ଷା ର ପ୍ରଭାବ ନଜର ଆସିବା ପାଇଁ ଥିବା ବେଳେ ଭୁବନେଶ୍ୱର ପାଣି ପାଗ ବିଜ୍ଞ୍ୟାନ କେନ୍ଦ୍ର ସଂମ୍ପର୍କ୍ତ ଜିଲ୍ଲା ପାଇଁ ୱାର୍ଣ୍ଣଂ ଜାରି କରିଛନ୍ତି । ଏହା ସହିତ କାଳବୈଶାଖୀ ଅନୁଭୁତ ହେବାକୁ ଥିବା ୧୪ ଟି ଜିଲ୍ଲା ଗୁଡିକ ହେଲା   ମୟୁରଭଞ, ଭଦ୍ରକ, କେନ୍ଦ୍ରାପଡା ,ବାରିପଦା , ବାଲେଶ୍ୱର ,ଯାଜପୁର, ଜଗତସିହଂପୁର , କଟକ , ଅନୁଗୁଳ, କନ୍ଧମାଳ ଏବଂ ନୟାଗଡ,ବରଗଡ଼,ଦେବଗଡ଼ ଏବଂ ସମ୍ବଲପୁର ଜିଲ୍ଲା ରେ ଅଳ୍ପ କିମ୍ବା ମଧମ ଧରଣର ବର୍ଷା ସମ୍ଭବନା ଦେଖା ଦେଉଥିବା ବେଳେ ।ବଜ୍ରପାତ ହେବାର ଆଶଙ୍କା ମଧ୍ୟ ରହିଛି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *