ବର୍ଷା ସାଙ୍ଗକୁ ଭୟଙ୍କର ବଜ୍ରପାତ ନେଇ ୮ ଟି ଜିଲ୍ଲା କୁ ହାଇଆର୍ଲଟ ଘୋଷଣା ।  କୁଆପଥର ସହିତ ପ୍ରବଳ ବର୍ଷା ସମ୍ଭାବନା ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆଗାମୀ ଦିନ ରେ ଭୟଙ୍କର ବଜ୍ରପାତ ସାଙ୍ଗକୁ ବର୍ଷା ହେବାକୁ ଯାଉଛି ସେ ସମ୍ପର୍କରେ  କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବର୍ତ୍ତମାନ ଓଡ଼ିଶାରେ ଉପକୂଳ ଅଞ୍ଚଳ ରୁ ଘନୀଭୂତ ହେଉଥିବା ଲଘୁଚାପ ବର୍ଷା ହେବାର ସମ୍ଭାବନା ଦେଖା ଦେଉଥିବା ନେଇ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ଆଗାମୀ ଦିନ ରେ ବଙ୍ଗୋପ ସାଗର ଘୁନି ଭୁତ ହୋଇଥିବା ଲଘୁଚାପ ବର୍ଷା ର ରୂପ ନେବ । ଯାହା ଫଳରେ ଆସନ୍ତା ୫ ତାରିଖ ରୁ ରାଜ୍ୟ ର ବିଭିନ୍ନ ସ୍ଥାନ ରେ କାଳବୈଶାଖୀ ହେବା ସହ ବହୁତ ଜୋରରେ ବଜ୍ରପାତ ହେବ ଏହା ସହିତ କୁଆପଥର ପଡିବାର ସମ୍ଭାବନା ମଧ୍ୟ ଦେଖା ଦେଉଛି ।

 

୮ ଟି ଜିଲ୍ଲା ରେ ବର୍ଷା ସହ କୁଆପଥର ପଡିବାର ମଧ୍ୟ ସମ୍ଭାବନା ଅଛି । ଏହାକୁ ଲକ୍ଷ କରି ଭୁବନେଶ୍ୱର ପାଣି ପାଗ ବିଜ୍ଞ୍ୟାନ କେନ୍ଦ୍ର ସଂମ୍ପର୍କ୍ତ ୮ ଟି ଜିଲ୍ଲା ପାଇଁ ୱାର୍ଣ୍ଣଂ ଜାରି କରିଛନ୍ତି । ଏହା ସହିତ କାଳବୈଶାଖୀ ଅନୁଭୁତ ହେବାକୁ ଥିବା ୮ ଟି ଜିଲ୍ଲା ଗୁଡିକ ହେଲା   ମୟୁରଭଞ, ଭଦ୍ରକ, କେନ୍ଦ୍ରାପଡା ,ବାରିପଦା , ବାଲେଶ୍ୱର ,ଯାଜପୁର, ଜଗତସିହଂପୁର , କଟକ ଜିଲ୍ଲା ରେ ଅଳ୍ପ କିମ୍ବା ମଧମ ଧରଣର ବର୍ଷା ହେବା ସହିତ କୁଆପଥର ପଡିବାର ସମ୍ଭବନା ଦେଖା ଦେଉଥିବା ବେଳେ । ବଜ୍ରପାତ ହେବାର ଆଶଙ୍କା ମଧ୍ୟ ରହିଛି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *