ବଲିଉଡ ଅଭିନେତା ଗୋବିନ୍ଦା କୁ ଦେଖି କାନ୍ଦି ପକାଇଲେ ଓଲିଉଡ ସୁପର ଷ୍ଟାର ସ୍ୱରାଜ ବାରିକ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ଓଲିଉଡ ସୁପରଷ୍ଟାର ସ୍ଵରାଜ ବଲିଉଡ ଅଭିନେତା ଗୋବିନ୍ଦା କୁ ଦେଖି କାନ୍ଦି ପକାଇଲେ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ତରଙ୍ଗ ସିନେ ପ୍ରଡକ୍ସନ ପକ୍ଷରୁ ହୋଇଥିବା ଏକ ଆୱାର୍ଡ ସୋ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ଆସିଥିଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା । ତେବେ ସେଠାରେ ଓଲିଉଡ ର ବୋହୁ କଳାକାର ଉପସ୍ଥିତ ଥିଲେ । ଗୋବିନ୍ଦା ଙ୍କୁ ଦେଖି ଓଲିଉଡ ର ବହୁ ହିରୋ ହିରୋଇନ ତାଙ୍କ ସହ ସେଲଫି ନେଇଥିଲେ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । 

 

ସେଥି ମଧ୍ୟରୁ ବର୍ତ୍ତମାନ ସମୟରେ ସ୍ୱରାଜ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ୱରାଜ ଗୋବିନ୍ଦା ଙ୍କ ପାଦ ଧରି ଜୁଆର ହେବା ସହିତ ତାଙ୍କୁ ନିଜର ଗୁରୁ କହି ଭାବ ବିହ୍ଵଳ ହୋଇ ପଡିଛନ୍ତି । ତେବେ ତାଙ୍କର ଏହି ଭାବ ବିହ୍ଵଳ ହେବାର ଦୃଶ୍ୟ ବର୍ତ୍ତମାନ ସମୟରେ ବୋହୁ ଭାଇରାଲ ହେବାରେ  ଲାଗିଛି  ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *