ବଲିଉଡ ରୁ ଆସିଲା ଏକ ଦୁଃଖଦ ଖବର। ବାଇକ ଆକ୍ସିଡେଣ୍ଟ ରେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ବଲିଉଡ ରୁ ଆସିଥିବା ଏକ ଦୁଃଖଦ ଖବର ଯେଉଁଥିରେ ବଲିଉଡ ର ଜଣେ ହିରୋଇନ ଙ୍କ ର କିଭଳି ଭାବେ ପ୍ରାଣ ତ୍ୟାଗ ହୋଇଛି ସେ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବଲିଉଡ ରୁ ଆସିଥିବା ଦୁଃଖ ଖବର ଟି ହେଲା ବର୍ତ୍ତମାନ ଆମ୍ଭ ମାନଙ୍କୁ ଛାଡ଼ି ଚାଲିଯାଇଛନ୍ତି ଜଣେ ହିରୋଇନ ଯାହା ଙ୍କ ର ନାମ ହେଉଛି ‘ପିସ୍ତା ଧାକଡ଼’ । ତେବେ ପିସ୍ତା ବର୍ତ୍ତମାନ ସମୟରେ ବିଗବସ ୨୧ ରେ କାମ କରୁଥିଲେ । ତେବେ ଆପଣ ମାନେ ଜାଣିଥିବେ ବିଗବସ ହେଉଛି ହିନ୍ଦୀ ରେ କଲରସ ଚ୍ୟାନେଲ ରେ ପ୍ରସାରିତ  ହେଉଥିବା   ଏକ   ଟିଭି ସୋ । 

 

ଯେଉଁଥିରେ ସଲମାନ ଖାନ ଆଙ୍କରିଙ୍ଗ କରନ୍ତି । ତେବେ ପିସ୍ତା ମଧ୍ୟ ଅକ୍ଷୟ କୁମାର ଏବଂ ରୋହିତ ସେଠି ଙ୍କ ଦ୍ୱାରା ପ୍ରସାରିତ “ଖଟ୍ରୋକି ଖିଲାଡ଼ି” ରେ ମଧ୍ୟ ରହିଥିଲେ । ତେବେ ସେ ସୋ ସାରି ଘରକୁ ଯାଉଥିବା ବେଳେ ଏକ ସ୍ଥାନ ରେ ସ୍କୁଟି ର ଚକା ସ୍ଲିପ କଲା ଯାହା ଫଳରେ ପଛରୁ ଆସୁଥିବା ଏକ ଲୋରୀ ଆଣି ତାଙ୍କ ସହ ପିଟି ହେଲା ଯାହା ଫଳରେ ତାଙ୍କ ଜୀବନ ସେହି ସ୍ଥାନ ରେ ଚାଲିଗଲା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *