ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଆରପାରିରେରେ ଥିବା ରାଜୀବ କପୁର ଙ୍କ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ଜାଣିଛନ୍ତି ରାଜୀବ କପୁର ହେଉଛନ୍ତି ଋଷି କପୁର ଙ୍କ ସାନ ଭାଇ ତଥା ରାଜ କପୁର ସାନ ପୁଅ । ତେବେ ଏହି ଦୁହିଁ ଜଣ ଭାଇ ଅପେକ୍ଷା ସାଙ୍ଗ ଭଳି ରହିବାକୁ ପସନ୍ଦ କରନ୍ତି । ତେବେ ରାଜୀବ କପୁର ୫୮ ବର୍ଷ ବୟସରେ ନିଜ ଶରୀର ତ୍ୟାଗ କଲେ । ତେବେ କିଛିଦିନ ହେବ ସେ ଅସୁସ୍ଥ ଥିବା ବେଳେ ହଠାତ ତାଙ୍କ ପ୍ରାଣବାୟୁ ଉଡ଼ିଗଲା । ତେବେ ସେ ୧୯୮୩ ରେ ‘ଏକ ଜାନ ହେ ହମ’ ଥିଲା ତାଙ୍କ ଡେବ୍ୟୁ ଫିଲ୍ମ ।
ଏହା ପରେ ରାଜ କପୁର ଙ୍କ ନିର୍ଦେଶୀତ ‘ ରାମ ତେରୀ ଗଙ୍ଗା ମେଲି’ ରେ ନାୟକ ଭୂମିକା ରେ ଅଭିନୟ କରି ସମସ୍ତ ଙ୍କ ଲୋକ ଲୋଚନ କୁ ଆସିଥିଲେ । ତେବେ ସେ ଏକା ଥରକେ ନିର୍ଦେଶକ ,ଅଭିନେତା ଏବଂ ପ୍ରଯୋଜକ ମଧ୍ୟ ଥିଲେ । ତେବେ ତାଙ୍କର ହୃଦଘାତ ରେ ନିଶ୍ୱାସ ତ୍ୟାଗ କଲା ପରେ ଭାଉଜ ନିତୁ କପୁର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏହା କୁ ସର୍ବପ୍ରଥମେ ଦର୍ଶକ ମାନଙ୍କୁ ଜଣାଇଥିଲେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।