ବଲିଉଡ ରେ ଶୋକର ଛାୟା । ଆଉ ନାହାନ୍ତି ଅଭିନେତା , ନର୍ଦେଶକ ଏବଂ ଫିଲ୍ମ ନିର୍ମାତା “ତାରିକ ସାହା” …

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବଲିଉଡ ରେ ଆମକୁ ଛାଡି ଚାଲିଯାଇଥିବା ଅଭିନେତା , ନିର୍ଦେଶକ ଏବଂ ଫିଲ୍ମ ନିର୍ମାତା ତାରିକ ସାହା ଙ୍କ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ ଗତ ଏକ ବର୍ଷ ମଧ୍ୟରେ ଆମ ବଲିଉଡ ହେଉ କିମ୍ବା ଓଲିଉଡ ବହୁ ସୁପର ଷ୍ଟାର ଆମକୁ ଛାଡି ସ୍ୱର୍ଗ ଗମନ କରୁଛନ୍ତି । ତେବେ ସେତିକି ରେ ଏହି ଯାତ୍ରା ର ଶେଷ ହୋଇନି ବର୍ତ୍ତମାନ ବଲିଉଡ ରୁ ଆଉ ଜଣେ ଅଭିନେତା ନିର୍ଦେଶକ ଏବଂ ଫିଲ୍ମ ନିର୍ମାତା ତାରିକ ସାହା ଅଆଉ ଆମ ଗହଣରେ ନାହାନ୍ତି । ବହୁ ଦିନ ଧରି ଅସୁସ୍ତ ହୋଇ ମେଡିକାଲ ବେଡ଼ ରେ ପଡି ରହିଥିଲେ ତାରିକ । 

ତେବେ ଗତ କାଲି ହୃଦଘାତ କାରଣ ରୁ ତାଙ୍କର ଗତ କାଲି ମୃତ୍ୟ ବରଣ କରିଛନ୍ତି । ତେବେ ସେ ବିଭିନ୍ନ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ । ତାଙ୍କର ଅଭିନୀତ “ଦିଲବାଲେ ଦୁଲହନିଆ ଲେଯାଏଁଙ୍ଗେ” ଲୋକ ପ୍ରସଂସନୀୟ ଥିଲା ।  ‘ଜନମ କୁଣ୍ଡଳି’ “ବାହାର ଅନିତାକ” ଭଳି ଫିଲ୍ମ ରେ ସେ ନିର୍ଦେଶନା କରି ଚର୍ଚ୍ଚା ସାଉଁଟିଥିଲେ । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *