ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ବଲିଉଡ ରେ ୨୦୧୩ ରେ ରିଲିଜ ହୋଇଥିବା । ସୁପର ହିଟ ଚଳଚ୍ଚିତ୍ର “ରମାୟା ବସ୍ତବୟା” ବିଷୟ ରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ର ବଲିଉଡ ର ଯେଉଁ ପରିସ୍ଥିତି ଖାଲି ଯେଉଁ ମାନେ ପୂର୍ବରୁ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନିଜ ଦବଦବା ରଖିଛନ୍ତି ସେମାନଙ୍କ ର ଫିଲ୍ମ ହିଁ। ସବୁବେଳେ ଚାଲୁଛି । ଅନ୍ୟ ଆଉ କେଉଁ ଲୋକ ର ଫିଲ୍ମ କିମ୍ବା କିଛି ଆଉ ଆଦୌ ଚାଲୁନି । ତେବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ୨୦୧୩ ରେ ରିଲିଜ ହୋଇଥିବା ସୁପର ହିଟ ମୁଭି ରମାୟା ବସ୍ତବୟା ର ହିରୋ ଗିରିସ କୁମାର ସହ । ତେବେ ଏହି ଫିଲ୍ମ ରେ ପ୍ରଭୁ ଦେବା ନେର୍ଦେଶନା ରେ ରିଲିଜ ହୋଇଥିଲେ ।
ଏହି ଫିଲ୍ମ ରେ ତାଙ୍କ ବିପରୀତ ରେ ସ୍ତ୍ରୁତି ହାସନ ରୋଲ କରିଥିଲେ । ତେବେ ସେହି ଚଳଚ୍ଚିତ୍ର ର ରୋଲ କରୁଥିବା ହିରୋ ଗିରିସ କୁମାର ସେହି ଫିଲ୍ମ ରେ ଭଲ ଅଭିନୟ କରିଥିଲେ । ସେହି ଫିଲ୍ମ ଟି ୧୧୦ କୋଟି ର ବ୍ୟବସାୟ କରିଥିଲା । କିନ୍ତୁ ତା ପରଠାରୁ ଗିରିସ କୁମାର କୌଣସି ଫିଲ୍ମ ନ ପାଇବାରୁ ବର୍ତ୍ତମାନ ସେ ଏକ ବେସରକାରୀ କମ୍ପାନୀ ରେ କାମ କରି ନିଜ ପରିବାର ର ଗୁଜୁରାଣ ମେଣ୍ଟାଉଛନ୍ତି ।
ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।
ଧନ୍ୟବାଦ ।