ବାଇକ ଚାଳକ ଓ ବସିଥିବା ଉଭୟ ହେଲମେଟ ପିନ୍ଧିବା ଆଜିଠାରୁ ବାଧ୍ୟତାମୂଳକ…….

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଓଡିଶା ଖବର କୁ ଆଜି ଆମେ ଜାଣିବା ହେଲେମେଟ ବାଧ୍ୟତାମୂଳକ ବିଷୟରେ । ଏହି ଖବର ଟି କୁ ଆରମ୍ଭରୁ ଶେଷ ପର୍ଯନ୍ତ ପଢିଲେ ଜାଣିପାରିବେ ସମ୍ପୂର୍ଣ ଖବର…..

ଆଜିକାଲି ଯେଉଁ ଭଳି ଆକ୍ସିଡେଣ୍ଟ ର ହାର ଯେଉଁଭଳି ଭାବରେ ତୀବ୍ର ତର ହେବାରେ ଲାଗିଛି ତାହା ଏବେ ପୁରା ଦେଶର ଚିନ୍ତା ର ବିଷୟର ସରକାର ଏଥି ପାଇଁ ବିଭିନ୍ନ ପ୍ରକାର ନିୟମ କାର୍ଯ୍ୟକାରୀ କରୁଛନ୍ତି । ଏହା କାର୍ଯ୍ୟ କାରୀ ହେବା ପରେ କିଛି ମାତ୍ର ରେ ଏହାର ପ୍ରଭାବ ପଡୁଛି ହେଲେ ସମ୍ପୂର୍ଣ ବା ଅସନରୁପ କାର୍ଯ୍ୟ କରୁନି । ଏହା ପାଇଁ ରାଜ୍ୟ ସରକାର ଏକ ନୂଆ ନିଅମ ଆଣିଛନ୍ତି …..

ରାଜ୍ୟ ପରିବହନ ପକ୍ଷରୁ ଟ୍ୱିଟ ମାଧ୍ୟମରେ ଜଣେଇ ଦିଆ ଯାଇଛି ଆଜି ବାଇକ ପଛ ରେ ବସିଥିବା ଲୋକ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ବୋଲି । ଯଦି ଏହାର ଖିଲାପ ହୁଏ ବାଇକ ଚାଳକଙ୍କର ଲାଇସେନ୍ସ ବାତିଲ । ତେଣୁ ସମସ୍ତ ବାଇକ ଚାଳକ ମାନଙ୍କୁ ଆମର ଅନୁରୋଧ ଆପଣ ମାନେ ସୁରକ୍ଷା ପାଇଁ ଏହି ନିଅମ ମାନନ୍ତୁ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *