ବାଇଡେନ ଭାରତ କୁ ଦେଲେ ବଡ଼ ଉପହାର । ଯାହାକୁ ଦେଖି ପାକିସ୍ତାନ ଚାଇନା ର ମୁଣ୍ଡ ଖରାପ …..

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବାଇଡେନ ଭାରତ କୁ ଦେଇଥିବା ବଡ଼ ଉପହାର ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ମୁଁ ଆପଣଙ୍କୁ କହିଦେବାକୁ ଯାଉଛି ଯେ ବର୍ତ୍ତମାନ ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଦିନକୁ ଦିନ ଅତି ଘନିଷ୍ଠ ହେବାରେ ଲାଗିଛି । ଯାହା କୁ ନେଇ ଚୀନ ଏବଂ ପାକିସ୍ତାନ ର ମୁଣ୍ଡ ବିନ୍ଧା ର କାରଣ ହୋଇ ଗଲାଣି । ତେବେ ବାଇଡେନ ବର୍ତ୍ତମାନ ସମୟରେ ଭାରତ କୁ ୩ ଟି ଯୁଦ୍ଧ ଜାହାଜ ଦେବାକୁ ଯାଉଛନ୍ତି । ଯାହାର ନାମ F-16  , F-18 , F-21  ତେବେ ଯାହା ଏତେ ଶକ୍ତିଶାଳୀ ଯେ ଶତ୍ରୁ ଏହା ଆଗରୁ ଯିବା ସତେ ଭାରି କସ୍ତକର । 

 

ତେବେ ଏହି ଯୁଧ୍ୟ ଜାହାଜ କୁ ଦେଖି ଚାଇନା ର ମୁଣ୍ଡ ଖରାପ ବୋଲି ଶୁଣିବାକୁ ମିଳୁଥିବା ବେଳେ । ଏହି ଯୁଦ୍ଧ ଜାହାଜ ଅତ୍ୟନ୍ତ କ୍ଷିପ୍ର ତେବେ ଏହି ଯୁଧ୍ୟ ଜହାଜ କୁ ଭାରତ ରେ ତିଆରି କରିବା ପାଇଁ ମଧ୍ୟ ଆମେରିକା ରାଷ୍ଟ୍ରପତି ନିର୍ଦେଶ ଦେଇଛନ୍ତି । ଯାହା ଫଳରେ ଭାରତ ର ଲୋକ ମାନେ ବିଭିନ୍ନ ଉପାୟ ରେ ଚାକିରୀ ପାଇଁ ପାରିବେ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *