ବାବୁଶାନ୍ ତାଙ୍କ ମାଆ ଙ୍କ ଜନ୍ମ ଦିନ ରେ ଦେଲେ ଏହି ବଡ଼ ସରପ୍ରାଇଜ଼….

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ଅଭିନେତା ବାବୁଶାନ୍ ମହାନ୍ତି ତାଙ୍କ ମାଆ ଅପରାଜିତା ମହାନ୍ତି ଙ୍କ ଜନ୍ମ ଦିନ ରେ ଆଚାର୍ଯ୍ୟ ଜନକ ଉପହାର କଣ ଦେଲେ ଆସନ୍ତୁ ଜାଣିବା ଆମ ଏହି ଖବର ମାଧ୍ୟମ ରେ ।

 

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତା ବାବୁଶାନ୍ ମହାନ୍ତି ହେଉଛନ୍ତି ସୁପର ଷ୍ଟାର୍ ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ଙ୍କ ପୁତ୍ର । ଉତ୍ତମ ମହାନ୍ତି  ଯେମିତି ସୁପର ଷ୍ଟାର୍ ଥିଲେ ସେମିତି ଅଭିନେତା ବାବୁଶାନ୍ ବି ବହୁ କାମ ଦିନରେ ନିଜ ର ଅଭିନୟ ର ଯାଦୁ ଦେଖେଇ ସୁପର ଷ୍ଟାର୍ ବନିଯାଇଚନ୍ତି । ତେବେ ଆସନ୍ତୁ ଜାଣିବା ସୁପର ଷ୍ଟାର୍ ବାବୁ ଙ୍କ ମା ଙ୍କ ଜନ୍ମ ଦିନ ରେ କଣ ଉପହାର ଦେଲେ ମା ଙ୍କୁ ।

 

ବାବୁଶାନ୍ ମହାନ୍ତି ତାଙ୍କ ମାଆ ଙ୍କ ଜନ୍ମ ଦିନ ରେ ଚୁପ୍ ଚୁପ୍ ଏକ ଗୋଲାପ ଫୁଲ ନେଇ ତାଙ୍କ ମାଆ ଙ୍କ ମୁଣ୍ଡ ରେ ଖୁସି ଦେଉଛନ୍ତି ଏବଂ ଏହାକୁ ଏକ ଭିଡିଓ କରି ସୋସିଆଲ ମିଡିଆରେ ରେ ଭିଡିଓ ଟି କୁ ପୋଷ୍ଟ କରିଛନ୍ତି । କାରଣ ସେ ଦିନ ଥିଲା ଓଡ଼ିଶା ର ଲୋକ ପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ଜନ୍ମ ଦିନ ଯାହା କି ବାବୁଶାନ୍ ତାଙ୍କ ମାଆ ଙ୍କୁ ବହୁତ୍ ଭଲ ପାଆନ୍ତି ସେଥି ପାଇଁ ତାଙ୍କ ମାଆ ଙ୍କୁ ଏକ ଗୋଲାପ ଫୁଲ ଦେଇ ତାଙ୍କ ଜନ୍ମ ଦିନ ରେ ସର୍ପ୍ରାଇଜ୍ କରି ଥିଲେ ଏବଂ ମାଆ ଙ୍କୁ ଶୁଭେଛା ଜଣେଇ ଥିଲେ ।

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *