ବାବୁସାନ ଙ୍କ ପାଇଁ ନିଜ ହାତ ରେ ମିକ୍ସଚର ତିଆରି କଲେ ମା ଅପରାଜିତା…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ବାବୁସାନ ଙ୍କ ପାଇଁ ଅପରାଜିତା ନିଜ ହାତ ରେ ମିକ୍ସଚର ତିଆରି କରିଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ମା ପୁଅ ଙ୍କ ଯୋଡି ଅଲଗା ପ୍ରକାର ଜମୁଛି । ତେବେ ଆମ୍ଭେ କଉ ମା ପୁଅ କଥା କହୁଚୁ ଆପଣ ମାନେ ଭଲ ଭାବେ ଜାଣି ପାରୁଥିବେ । ତେବେ ବାବୁସାନ ଏବଂ ଅପରାଜିତା ଉଭୟ ବର୍ତ୍ତମାନ ସମୟରେ  ବହୁ କାରନାମା କରୁଛନ୍ତି । 

 

ବହୁତ ଛୋଟ ଛୁଆ ଭଳି କାର୍ଯ୍ୟ କରୁଛନ୍ତି । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହୋଇଛି । ତେବେ ବର୍ତ୍ତମାନ ସମୟରେ ବାବୁସାନ ଙ୍କ ପାଇଁ ମା ଅପରାଜିତା ମିସ୍କଚର ତିଆରି କରୁଛନ୍ତି ଯାହାକୁ ବାବୁସାନ ନିଜେ ରେକଡ଼ିଂ କରି ଭାଇରାଲ କରାଇଛନ୍ତି ।

 

ତେବେ କିଛି ଦିନ ତଳେ ମା ପୁଅ ଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ   ବାବୁସାନ ଏବଂ ଅପରାଜିତା ଦୁହିଁ ଜଣ ମିଶି ବାଟୁଲି ଖୁଡା ରେ ଗୋଡି ପୁରାଇ ମା ପୁଅ ମିଶି ଲାଇଟ କୁ ବାଟୁଲି  ମାରୁଛନ୍ତି । ତେବେ ପ୍ରଥମେ ବାବୁସାନ ବାଟୁଲି ମାରିବା ପରେ ଅପରାଜିତା ଙ୍କୁ ବାଟୁଲି ମାରିବାକୁ କହିଛନ୍ତି । ଅପରାଜିତା ମଧ୍ୟ ବାଟୁଲି ମାରି ସେହି ଲାଇଟ ରେ ବଜାଇ ଦେଉଛନ୍ତି । ଯାହା କୁ ବାବୁସାନ ରେକରଡିଙ୍ଗ କରି ନିଜ ଇଂସ୍ଟଗ୍ରାମ ରେ ଛାଡିଥିଲେ ବାବୁସାନ । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *