ବାବୁସାନ ଙ୍କ ବିଷୟରେ କଣ କହିଲେ ରାଣୀପଣ୍ଡା। କାହିଁକି ବାବୁସାନ ଙ୍କୁ ଟାର୍ଗେଟ କଲେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ବିବାଦୀୟ ଅଭିନେତ୍ରୀ ରାଣୀପଣ୍ଡା ଓଲିଉଡ ସୁପରଷ୍ଟାର ବାବୁସାନ ଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ରାଣୀ ପଣ୍ଡା ଜଣେ ସରଳ , ନିଷ୍କପଟ , ସମସ୍ତ ଙ୍କୁ ଭଲ ପାଉଥିବା ତଥା ଦୁଃଖୀ ଦରିଦ୍ର ଙ୍କ ପାଇଁ ସବୁବେଳେ ନିଜ କୁ ଉତ୍ସର୍ଗ କରୁଥିବା ମଣିଷ ଟିଏ । ତେବେ ସେ ଯାତ୍ରା ରେ କିମ୍ବା ନିଜର ଚଳିବା ପାଇଁ ଯାହାବି କରନ୍ତୁ କିନ୍ତୁ ଓଡିଶା ର ଲୋକ ମାନଙ୍କ ପାଇଁ ସବୁବେଳେ ସେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ତେବେ ରାଣୀପଣ୍ଡା ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ଙ୍କ ଉଦେଶ୍ୟ ରେ କିଛି ମନ୍ତବ୍ୟ ଦେଇଛନ୍ତି । 

 

ତେବେ ଗତ କିଛି ଦିନ ତଳେ ବାବୁସାନ ମହାନ୍ତି ତାଙ୍କର ଜଣେ ଫ୍ୟାନ ଅସୁସ୍ଥ ଥିବା ଖବର ଶୁଣି ତାଙ୍କୁ  SCB ମେଡିକାଲ ରେ ଦେଖିବାକୁ ଯାଇଥିଲେ । ତେବେ ଯାହା ଶୁଣି ରାଣୀ ପଣ୍ଡା ବହୁତ ଖୁସି ବୋଲି କହିବା ସହ ସେ ତାଙ୍କ ର ଏଭଳି କାର୍ଯ୍ୟ ପାଇଁ ଭଗବାନ ତାଙ୍କର ମଙ୍ଗଳ କରନ୍ତୁ । ସେ ଆଗକୁ ଏଭଳି ବଢି ଯାଆନ୍ତୁ । ଏବଂ ଓଲିଉଡ ର ସମସ୍ତ କଳାକାର ମାଆନେ ଏଭଳି ତାଙ୍କର ଫ୍ୟାନ ମାନଙ୍କ ର ଅସୁବିଧା ଖବର ଶୁଣି ସେମାନଙ୍କ ପାଖକୁ ଯାଆନ୍ତୁ । ଟଙ୍କା ନ ଦେଇ ପାରିଲେ ମଧ୍ୟ ତାଙ୍କ ଅସୁବିଧା ରେ ଠିଆ ହୁଅନ୍ତୁ । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *