ବାସୀ ମୁହଁ ରେ ସକାଳୁ ଖାଲି ପେଟରେ ପିଅନ୍ତୁ ଗରମ ପାଣି । ପାଇବେ ଏହି ସବୁ ରୋଗରୁ ମୁକ୍ତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିପରି ଆପଣ ବାସୀ ମୁହଁ ରେ ସକାଳୁ ଖାଲି ପେଟରେ ଗରମ ପାଣି ପିଇଲେ । ପାଇବେ ଏହି ସବୁ ରୋଗରୁ ମୁକ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଗରମ ପାଣି ର ବହୁତ ଗୁଡିଏ ଉପାଦେୟତା ଅଛି । ସେଥିମଧ୍ୟରୁ ଆମ୍ଭେ ଆପଣଙ୍କୁ କିଭଳି ଗରମ ପାଣି ଯୋଗୁଁ ମୋଟାପା କମିବ ସେ ବିଷୟରେ କହିବାକୁ ଯାଉଛୁ । ହଁ ଆଜ୍ଞା ଆଜି କାଲି ର ଆଧୁନିକ ଜଗତ ରେ ମୋଟା ଏକ ସାଧାରଣ କଥା ହୋଇଗଲାଣି ।  ଏହାର ମୁଖ୍ୟ କାରଣ ହେଲା ଜଙ୍କ ଫୁଡ଼ । ଯାହାର ଅର୍ଥ ହେଲା ବଜାର ରେ ମିଳୁଥିବା ତେଲ ଓ ମସଲା ଜାତୀୟ ଖାଦ୍ୟ ର ଅଧିକ ସେବନ ।

 

 ଯାହା ଫଳ ରେ ଆପଣ ନିଜେ ରୋଗ ର ଶିକାର ହଉଛନ୍ତି ବୋଲି ଆପଣ ମାନେ ଜାଣି ପାରୁ ନାହାନ୍ତି  । ଵର୍ତମାନ ସମୟ ରେ ୫୫ ପ୍ରତିଶତ ଲୋକ ମାନଙ୍କ ର ମେଦ ବହୁଳ ରୋଗ ରେ ପୀଡିତ । ଯାହାର ଉପାୟ ସେମାନଙ୍କ ପାଖରେ ଥାଇ ମଧ୍ୟ ନିଜ ଲୋଭ କୁ ଆୟତ୍ତ କରି ନପାରି ଏହି ସବୁ ଅସୁବିଧା ଭୋଗ କରୁଛନ୍ତି । ତେବେ ଗରମ ପାଣି ଏକ ଏଭଳି ପାନୀୟ ଜଳ ଯାହାକୁ ଆପଣ ଯଦି ପେଟ କିମ୍ବା ଚର୍ବି କମାଇବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କୁ ଏକ ଆଶ୍ରିବାଦ ସ୍ୱରୂପ କାମ ଦେବ ।

 

 ତେବେ ଆପଣ ସକାଳୁ ଖାଲି ପେଟରେ ବାସୀ ମୁହଁ ରେ ମୁହଁ ରେ ଥିବା ଲାଳ ଥିବା ସମୟରେ ଯଦି ଆପଣ ଗରମ ପାଣି ସେବନ କରିବେ ଏବିଙ୍ଗ ଏହା ପରେ ଆପଣ ଆପଣଙ୍କ ନିତ୍ୟକର୍ମ ସାରି ଯୋଗ କିମ୍ବା ଜିମ କିମ୍ବା କୌଣସି ଖେଳ କୁଦ କରନ୍ତି ତେବେ ଏହା ଆପଣଙ୍କ ଶରୀର କୁ ଏକ ମାସ ମଧ୍ୟରେ ଓଜନ କମାଇବାରେ ଏକ ଆଶ୍ରିବାଦ ଭଳି କାମ ଦେବ । ଏହା ଛଡା ଚର୍ବି କାଟିବ, ରକ୍ତ ସଞ୍ଚାଳନ ସଠିକ କରାଇବ ଭଳି ଅନେକ ରୋଗରୁ ମୁକ୍ତି ଦେଇଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *