ବାସ ରାତିର କାଗଜରେ ଲେଖି ଏହି ଗୋଟିଏ ଶବ୍ଦ ପୂଜା ଘରେ ରଖିଦେଲେ । ଯାହା ମାଗିବ ତାହା ମିଳିବ !

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କ ଆମ ଓଡ଼ିଶା ପୋର୍ଟାଲ ପେଜ କୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ଯଦି ଆପଣ ମାନଙ୍କ ର କୌଣସି ସମସ୍ୟା ଅଛି ତାକୁ ୨୪ ଘଣ୍ଟା ଭିତ ରେ ପୁରାଣ କରିବାକୁ ଚାହ୍ନୁଥିଲେ କରନ୍ତୁ ଏମିତି କିଛି କାମ ଯାହା ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେବ।

 

ବନ୍ଧୁଗଣ ଯାହାର ଜାତକ ରେ ଗୁରୁ ଗ୍ରହ ଖରାପ୍ ଥିବ  ତାହାର ଧନ ସହିତ ଜଡିତ ସମସ୍ୟା ଆସେ ,କୌଣସି କାମ ରେ ମନ ଲାଗେନାହିଁ ,ଖର୍ଚ୍ଚ ବଢି ଯିବା ,ଚାକିରି ରେ ମନ ନଲଗିବ ,ଚାକିରି ରେ ଦରମା ନ ବଢିବା କିମ୍ବା ଘରେ କଲି ଝଗଡ଼ା ହେବା। ଯଦି ଗୁରୁ ଗ୍ରହ ଆପଣ ଙ୍କ ର ଭଲ ସ୍ତିସ୍ତି ରେ ଥାଏ ତାହାଲେ ଆପଣ ଙ୍କ ର ଧାନ ବଢି ଥାଏ ଏବଂ ଆପଣଙ୍କ କୁ ସବୁ ଜାଗାରୁ ସମ୍ମାନ ମିଳିଥାଏ । ଯୌମନକର ଜାତକ ରେ ଗୁରୁ ଗ୍ରହ ଭଲ ଥାଏ ଏମିତି ଲୋକଙ୍କ ଭାଗ୍ୟ ଅତ୍ୟନ୍ତ ଭଗ୍ୟସାଲି ହଉଥାଏ । ଏମାନଙ୍କର ମନ ରଖିବା ଶକ୍ତି ଅଧିକ ଥାଏ ଏମାନେ ସବୁବେଳେ ଉପରସ୍ତ ପଦବୀ ରେ ରହିଥାନ୍ତି ।

ଏମାନଙ୍କର ବୟସ ଦୀର୍ଘାୟୁ ହେଇଥାଏ ଜୀବନେ ସବୁବେଳେ ସୁଖ ସମୃଦ୍ଧି ଥାଏ । ବନ୍ଧୁଗଣ ଯଦି ଆପଣ ଙ୍କୁ ଏମିତି ଲାଗୁଛି ଆପଣ ଙ୍କ ଜୀବନ ରେ ଅନ୍ଧାର ଭାରିଯାଇଛି ଦୁଃଖ ବିନା ଆପଣଙ୍କ ର କିଛି ବଞ୍ଚି ନାହିଁ ଆଉ ଆପଣ ଙ୍କ ସବୁ କାମ ରେ ଅସଫଳ ତା ପାଇଛନ୍ତି ତେବେ ଆପଣଙ୍କ ଙ୍କୁ ଏମିତି କିଛି ଗୁରୁ ମନ୍ତ୍ର ଦେବୀ ଯାହା ଦ୍ଵାରା ଆପଣଙ୍କୁ ସବୁଥିରେ ସଫଳତା ଆଣିଦେବ

 

ବନ୍ଧୁଗଣ ଲାଲ୍ କିତାବ୍ ରେ ବର୍ଣ୍ଣନା କାରା ଯାଇଥିବା ଏମିତି କିଛି କଥା ଯାହା ଆପଣଙ୍କ ର ସମସ୍ତ ସମସ୍ୟା ଦୁର କରିବା । ଲାଲ୍ କିତାବ ରେ କୁହା ଯାଇଥିବା କଥା ଆପଣ ଯଦି ବିଶ୍ୱାସ ର ସହ କରିବେ ଆପଣଙ୍କୁ ଏହାର ଭଲ ପ୍ରଭାବ ୧-୨  ଦିନରେ ମିଳି ଯିବ।

 

ଏହି ଉପାୟ ପାଇଁ ଆପଣଙ୍କୁ ଏକ ସାଧା କାଗଜ ନବାର ଅଛି ଆଉ ଗୋଟେ ପାତ୍ର ରେ କେଶର ଏବଂ ଚନ୍ଦଙ୍କ କିଛି ନେବେ ତାପରେ ସେହି କାଗଜ ଉପରେ ହିଂ ଲେଖି ଦିଅନ୍ତୁ ତାପରେ ହାତ ଯୋଡ଼ି ଆଖି ବନ୍ଦ କରି ପ୍ରାର୍ଥନା କରିବେ ତାପରେ ସେଇ କାଗଜ କୁ ଡାହାଣ ହାତ ରେ ମୁଠା କରି ଧରିବେ ତାପରେ ଏହି ମନ୍ତ୍ର କୁ କୁ ୧୧ ଥର ଜପିବେ 

 

ହଂ ହନୁମତେ ରୁଦ୍ରମହକାୟ ହମ୍ଫଟ 

 

ଏହି ମନ୍ତ୍ର କୁ ଜପା କରିବା ଦ୍ୱାରା ସିଧ୍ ସଫଳ ହେଇଥାଏ । ତାପରେ ସକାଳେ କିମ୍ବା ସନ୍ଧ୍ୟା ରେ ହନୁମାନ ମନ୍ଦିର ଯାଇ ହାନୁମାନ୍ ଙ୍କ ପାଦତଳେ ଏହି କାଗଜ କୁ ରଖିଦେବକୁ ପଡିବ 

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *