ବାହାଘର ପରେ କିଭଳି ଅଛନ୍ତି ଅର୍ଚ୍ଚିତା ଓ ସ୍ୱାମୀ ସଭ୍ୟସାଚୀ ଙ୍କ ବିଷୟରେ କଣ କହିଲେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବିବାହ ପରେ ଅର୍ଚ୍ଚିତା ଏବଂ ସଭ୍ୟ  କିଭଳି ଅଛନ୍ତି ଏବଂ ଅର୍ଚ୍ଚିତା ସଭ୍ୟ ଙ୍କ ବିଷୟରେ କଣ କହିଲେ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବୋହୁ ଘାତ ପ୍ରତିଘାତ ବୋହୁ ସମୟ ର ଅନ୍ତଃ ଘଟାଇ ସଭ୍ୟସାଚୀ ଅର୍ଚ୍ଚିତା ଙ୍କୁ ବିବାହ କରିଛନ୍ତି । ତେବେ ତାଙ୍କ ବାହାଘର ଓଡ଼ିଶାର ଦର୍ଶକ ମାନଙ୍କୁ ଚକିତ କରିଥିଲା । କାରଣ ଫ୍ୟାନ ମାନେ ଶେଷ ପର୍ଯ୍ୟନ୍ତ ବି ସେମାନେ ବାହା ହୋଇଛନ୍ତି ବୋଲି ସନ୍ଦେହ ରେ ଥିଲେ । କାରଣ ସେ ଓଡିଶା ରୁ ଦୂରରେ ରାଜସ୍ଥାନ ରେ ବିବାହ କରିଥିଲେ । ତେବେ ଏହାର କେତେ ଗୁଡିଏ ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । 

 

ତେବେ ସଭ୍ୟ ଏବଂ ଅର୍ଚ୍ଚିତା ଙ୍କ ଯୋଡି କୁ ଓଡ଼ିଶାର ଲୋକ ମାନେ ବୋହୁ ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ସଭ୍ୟ ଏବଂ ଅର୍ଚ୍ଚିତା ଙ୍କ ବର୍ତ୍ତମାନ ଆଉ କିଛି ଫୋଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଫୋଟୋ ଗୁଡିକ ରୁ ଏହା ପ୍ରମାଣ ମିଳୁଛି ଯେ ସଭ୍ୟ ଏବଂ ଅର୍ଚ୍ଚିତା ବିବାହ ପରେ ରାଜସ୍ଥାନ ର ବିଭିନ୍ନ ସ୍ଥାନ ବୁଲି ନିଜ ର ମନୋରଞ୍ଜନ କରୁଛନ୍ତି ।  

 

ଏହା ସହ ବର୍ତ୍ତମାନ ସମୟ ରେ ଅର୍ଚ୍ଚିତା ସଭ୍ୟ ଙ୍କ ସହ କେତେ ଗୁଡିଏ ଫୋଟୋ ନିଜ ସୋସିଆଲ ମିଡ଼ିଆ ରେ ଛାଡିଛନ୍ତି । ଏବଂ ସେ କହିଛନ୍ତି ତାଙ୍କ ଜୀବନ ର ସବୁଠାରୁ ଅଧିକ ଖୁସି ସେ ତାଙ୍କ ମନର ମଣିଷ କୁ ପାଖରେ ପାଇଁ ହୋଇଛନ୍ତି । ତେବେ ସେ ତାଙ୍କୁ ଜୀବନଠୁ ଅଧିକ ଭଲ ପାଇବେ ଏବଂ ସବୁ ଖୁସି ସବୁ ସୁଖ ଦୁଃଖ ରେ ସାଙ୍ଗ ରେ ରହିବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *