ବାହାଘର ପରେ ସ୍ତ୍ରୀ ଙ୍କୁ ରିକ୍ସା ରେ ବସାଇ ପୁରୀ ବୁଲାଇଲେ ଅଭିନେତା ଅର୍ଧେନ୍ଦୁ …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଅର୍ଧେନ୍ଦୁ ନିଜ ସ୍ତ୍ରୀ ପଲ୍ଲଭି ଙ୍କୁ ରିକ୍ସା ରେ ବସାଇ ପୁରୀ ବୁଲାଇଲେ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନଙ୍କୁ ଜଣାଇ ଦେବାକୁ ଯାଉଛି ଯେ ପଲ୍ଲଭି ଏବଂ ଅର୍ଧେନ୍ଦୁ ପରସ୍ପର ଙ୍କୁ ବହୁତ ଭଲ ପାଆନ୍ତି । ତେବେ ସେମାନଙ୍କ ଲଭ ଉଇଥ ଆରେଞ୍ଜ ମ୍ୟାରେଜ ହୋଇଥିଲା । ତେବେ ପଲ୍ଲଭି ହେଉଛନ୍ତି ପିପିଲି ର ବିଧାୟକ ପ୍ରଦୀପ ମହାରଥୀ ଙ୍କ ଝିଅ । ତେବେ ସେ ଅର୍ଧେନ୍ଦୁ ଙ୍କୁ ବହୁତ ଭଲ ପାଉଥିଲେ ।ଯେଉଁଠି ପାଇଁ କି ସେ ଆଜି ଏତେ ଖୁସି ରେ ରହୁଛନ୍ତି । ତେବେ ବାପା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଙ୍କ ବୟୋଗ ପରେ ଝିଅ ପଲଭି ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ । ତେବେ ଅର୍ଧେନ୍ଦୁ ବହୁ କଷ୍ଟ କରି ତାଙ୍କୁ ମନାଇବା ସହ ବହୁତ ଖୁସି ମଧ୍ୟ ତାଙ୍କୁ ଦେଇଛନ୍ତି ।

 

ତେବେ ଅର୍ଧେନ୍ଦୁ ଙ୍କ ବାପା ଜଣେ ଡକ୍ଟର ମଧ୍ୟ । ତେବେ ବର୍ତ୍ତମାନ ଅର୍ଧେନ୍ଦୁ ଏବଂ ପଲ୍ଲଭି ପୁରୀ ବୁଲିବାକୁ ଯାଇଥିବା ବେଳେ । ଦୁହିଁ ଜଣ ରିକ୍ସା ରେ ଯାଉଛନ୍ତି । ଆଉ ଏକ ରିକ୍ସା ରେ ଯାଉଥିବା ତାଙ୍କ ସାଙ୍ଗ ଭିଡ଼ିଓ ଶୁଟିଂ କରୁଛି । ତେବେ କିଛି ସମୟ ପରେ ଅର୍ଧେନ୍ଦୁ ପଲ୍ଲଭି ଙ୍କୁ ରିକ୍ସା ରେ ବସାଇ ବଡ଼ ଦାଣ୍ଡ ରେ ଯାଉଥିବାର ଭିଡ଼ିଓ ତାଙ୍କ ସାଙ୍ଗ ଙ୍କ ମୋବାଇଲ ରେ ଶୁଟିଂ ହୋଇ ଯାଇଥିଲା । ଯାହ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *