ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବାହାଘର ବେଦୀ ରେ ସମୁଦି ଘଟାଇଥିବା ଥିବା କାଣ୍ଡ ବିଷୟରେ ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବର କନିଆ ଉଭୟ ବେଦୀ ରେ ବସିଥିବା ବେଳେ , ବର ର ବାପା ମଦ ପିଇ ଅବସ୍ଥା ସାଙ୍ଘାତିକ ହୋଇ ବେଦୀ ଉପରେ ଟଳି ପଡିଲେ । ତେବେ ସୂଚନା ଅନୁସାରେ ଏହି ଘଟଣା ଟି ମଧ୍ୟପ୍ରଦେଶ ର ସାଉଁଳିଗୌରୀ ଅଞ୍ଚଳ ରେ ଦେଖିବାକୁ ମିଳିଛି । ତେବେ ଘଟଣା ଅନୁସାରେ ବର ନିଜ ବାହାଘର ରେ ବର ଯାତ୍ରୀ ମାନଙ୍କ ପାଇଁ ମଦ୍ୟପାନ ବ୍ୟବସ୍ଥା କରିଥିଲେ ।
ତେବେ ଏହା ର ଦାୟିତ୍ବ ବର ର ବାପା ବୁଝା ବୁଝି କରୁଥିଲେ । ତେବେ ଅନ୍ୟ ଙ୍କୁ ମଦ ଦେବା ସହ ନିଯେ ଟିକେ ମାରି ଦେଇଥିଲେ । ତେବେ ଯେତେବେଳେ ବ୍ରାହ୍ମଣ ନନା ବର ର ବାପା ଙ୍କୁ ବେଦୀ ଉପରକୁ ଡାକିଲେ ସେତେବେଳେ ଅବସ୍ଥା ରେ ନଥିବା ବାପା ବେଦୀ ରେ ନିଶାରେ ଟଳି ପଡିଲେ । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।