ବିଚ ରାସ୍ତାରେ ଯୁବତୀ ଙ୍କୁ ମାଡି ବସିଲେ ପୋଲିସ ବାବୁ ଦେଖ ଭିଡ଼ିଓ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମାଡ଼ି ବସିଲେ ମହିଳା ଙ୍କ ଉପରେ ଜଣେ ପୋଲିସ୍ କର୍ମଚାରୀ । ଟୁଇଟରରେ ଟୁଇଟ କରି ସଫେଇ ଦେଲେ ପୋଲିସ୍ । ତେବେ କଣ ରହିଛି ଘଟଣା ଆସନ୍ତୁ ନଜର ପକାଇବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

                                    

ସମାଜରେ ନାରୀ ଓ ପୁରୁଷ ଏକ ମୁଦ୍ରା ର ଦୁଇଟି ପାର୍ଶ୍ବ । ସୁସ୍ଥ ସମାଜ ଗଠନ ରେ ନାରୀ ର ଭୂମିକା ଗୁରୁତବପୂର୍ଣ୍ଣ ।  ବୈଦିକ ଯୁଗରେ ବା ପୁରାଣ ରେ ନାରୀ ଥିଲା ଐଶ୍ଚର୍ଯ୍ୟ , ଶକ୍ତି ଓ ସମ୍ମାନ ର ପ୍ରତୀକବ୍। ନାରୀ ମାନେ ପ୍ରସନ୍ନ ହେଲେ ଦେବତା ମାନେ ପ୍ରସନ୍ନ ହୋଇ ଥାନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇ ଥିଲା । ମାତ୍ର ଆଧୁନିକ ଯୁଗ ରେ ନାରୀ ର ରୂପରେଖ ଧୀରେ ଧୀରେ ବଦଳି ଯାଉଛି । ସମାଜ ରେ ନାରୀ ର ଉପଯୁକ୍ତ ମୂଲ୍ୟ ଓ ସମ୍ମାନ କରା ଯାଇ ପାରୁ ନାହିଁ।ନାରୀ ମାନେ ସବୁବେଳେ ଅବହେଳିତ । ଆଜି ର ସମାଜ ରେ ମଧ୍ୟ ନାରୀ ମାନଙ୍କୁ ଅବହେଳିତ ଓ ଅସୁରକ୍ଷିତ ବୋଲି  ମନେ କରା ଯାଉଛି । ଯେତେବେଳେ କି ନାରୀ ମାନେ ବର୍ତ୍ତମାନ ଯୁଗ ରେ ପୁରୁଷ ମାନଙ୍କ ଠୁ ବହୁତ୍ ଆଗରେ । ଆଜି ବି ନାରୀ ମାନେ ନିର୍ଯାତନା ସହୁଚନ୍ତି । ନାରୀ ମାନଙ୍କ ପ୍ରତି ଅତ୍ୟାଚାର ଆଜି ବି କମି ନାହି ଦେଶ ରେ । ସୁରକ୍ଷିତ ଅବସ୍ଥା ରେ ନାରୀ ମାନେ ରହି ପରୁନନ୍ତି । ଧୀରେ ଧୀରେ ମଣିଷ ହରାଉଛି ମାନବିକତା । ବୁଝିବାକୁ ଯଥେଷ୍ଟ ଶକ୍ତି ଥାଇ ବି ସେ ଅବୁଝା । 

                                  

             

ମାନବିକତା  ହରାଇଛନ୍ତି ଜଣେ ପୋଲିସ ଅଫିସର । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏକ ଭିଡ଼ିଓ । ଭିଡ଼ିଓ ଟି ରେ ଜଣେ ମହିଳା ଙ୍କୁ ମାଡ଼ି ବସିଥିଲେ ପୋଲିସ ଅଫିସର । ତେବେ କଣ ରହିଛି ଘଟଣା ଆସନ୍ତୁ ଜାଣିବା । ଘଟଣା ଟି    ଘଟିଥିବା ସ ସ୍ଥାନ ରେ ଉପସ୍ଥିତ ଥିବା  ସମାଜବାଦୀ ପାର୍ଟି ରୁ ଜଣେ ସୋସିଆଲ ମିଡିଆରେ ଏକ ଫୋଟୋ ନେଇ ପୋଷ୍ଟ କରିଛନ୍ତି । ଏହା ସରକାର ଙ୍କୁ ଟାର୍ଗେଟ୍ କରିବା ପାଇଁ କରିଥିଲେ । ତେବେ ଘଟଣା ଟି ଗୋବିନ୍ଦପୁର ଥାନା ର  ଭୂଖ୍ରାଏ ଛକ ର ଘଟିଛି । ପୋଲିସ୍ ଦୁର୍ଗା ଦାସପୂର ଗ୍ରାମ କୁ ଜଣେ ଅଭିଯୁକ୍ତ କୁ ଗିରଫ କରିବାକୁ ଯାଇ ଏହିପରି ଘଟଣା ଘଟାଇଛନ୍ତି । ଏହି ଫୋଟୋ କୁ ନେଇ ଅଖିଳେସ ଟୁଇଟ କରି ଲେଖିଛନ୍ତି ଯେ ଉତ୍ତରପ୍ରଦଶର ପୋଲିସ କର୍ମଚାରୀ ଙ୍କ ଦୂର୍ ବ୍ୟବହାର ଦ୍ଵାରା ରଜ୍ୟ ରେ ଥିବା ସମସ୍ତ ପୋଲିସ୍ ଙ୍କ ଉପରେ ଆଙ୍ଗୁଠି ଉଠିଛି । ଏମାନଙ୍କ ପାଇଁ ଅନ୍ୟ ପୋଲିସ ମାନଙ୍କ ଛବି ଉପରେ ମଳିନ ଛାପ ଲାଗିଛି । ପୁଣି କାନପୁର ପୋଲିସ୍ ମଧ୍ୟ ଟୁଇଟ ରେ ସେୟାର କରି ଲେଖିଛନ୍ତି ଯେ ସେ ପୋଲିସ୍ ଅଧିକାରୀ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିବାକୁ ଯାଇ ଜଣେ ଯୁବକ ଙ୍କ ସହାୟତା ରେ ଦୁର୍ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ । ମାତ୍ର ଯୁବକ ଜଣଙ୍କ ଅତି ଉତ୍ତ୍ୟକ୍ତ ହୋଇ ଯାଇଥିଲେ । ପରେ ପୋଲିସ ର ସାହାଯ୍ୟ ରେ ଯୁବକଙ୍କୁ ସେଠାରୁ ନିଆ ଯାଇଥିଲା । ଏହା ପରେ ସେହି ଯୁବକ ଙ୍କ ଆତ୍ମୀୟ ପରିଜନ ଉତ୍ତ୍ୟକ୍ତ ହୋଇ ସେମାନଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ଉପରକୁ ଆକ୍ରମଣ କରିବାକୁ ଲାଗିଥିଲେ । ପରେ ଯୁବକ ନକୁ ଫେରାଇ ଦିଆ ଯାଇଥିଲା । ପୋଲିସ୍ କର୍ମଚାରୀ ଙ୍କ ସହ ମହିଳା ଧସ୍ତା ଧସ୍ତି ବେଳେ ତଳେ ପଡି ଯାଇଥିଲେ ସେହି ସମୟ ର ଭିଡ଼ିଓ ରୁ ଏକ ସ୍କ୍ରିନ୍ ସଟ୍ ନେଇ ଭାଇରାଲ କରା ଯାଇଛି ବୋଳି କାନପୁର ପୋଲିସ୍ ସଫେଇ ଦେଇଛନ୍ତି । ମାତ୍ର ଏହା କେତେ ଦୂର ସତ୍ୟ ତାହା ବର୍ତମାନ ସୁଦ୍ଧା ଜଣା ପଡି ନାହି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *